ଧୋନିଙ୍କ ସଂଘର୍ଷକୁ ଆଖି ଆଗରେ ରଖି ଚାଷୀ ପୁଅ କ୍ଲିଅର କଲେ ଜେଇଇ ଆଡଭାନ୍ସ

ଅହମଦାବାଦ: ପାଠ ପଢ଼ିବା ପାଇଁ ପରିବାର ପାଖରେ ନଥିଲା ସାମର୍ଥ୍ୟ। ହେଲେ ଆଗକୁ ବଢ଼ିବା ପାଇଁ ଶିକ୍ଷା ହିଁ ଏକାନ୍ତ ଆବଶ୍ୟକ। ଆର୍ଥିକ ଅଭାବ ପାଇଁ ଆଉ ଭାଇ ଭଉଣୀ ବି ଠିକ୍ ଭାବରେ ପାଠ ପଢ଼ି ପାରିନାହାନ୍ତି। ହେଲେ ପାଠ ପଢିବାର ଝୁଙ୍କ୍ ବିଜୟ ମାକଓ୍ୱାନଙ୍କ ପାଇଁ ସଫଳତା ଆଣିଛି। ବିଜୟ ମାକୱାନା (୧୮) ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମ୍ (ଜେଇଇ) ଆଡଭାନ୍ସରେ ସଫଳତା ଲାଭ କରି ଦେଶରେ ୧,୯୪୯ ରାଙ୍କ (ଏସସି) ହାସଲ କରିଛନ୍ତି। ଏବେ […]

Vijay-M

Vijay-M

Subhransu Sekhar
  • Published: Sunday, 11 October 2020
  • Updated: 11 October 2020, 08:08 PM IST

Sports

Latest News

ଅହମଦାବାଦ: ପାଠ ପଢ଼ିବା ପାଇଁ ପରିବାର ପାଖରେ ନଥିଲା ସାମର୍ଥ୍ୟ। ହେଲେ ଆଗକୁ ବଢ଼ିବା ପାଇଁ ଶିକ୍ଷା ହିଁ ଏକାନ୍ତ ଆବଶ୍ୟକ। ଆର୍ଥିକ ଅଭାବ ପାଇଁ ଆଉ ଭାଇ ଭଉଣୀ ବି ଠିକ୍ ଭାବରେ ପାଠ ପଢ଼ି ପାରିନାହାନ୍ତି। ହେଲେ ପାଠ ପଢିବାର ଝୁଙ୍କ୍ ବିଜୟ ମାକଓ୍ୱାନଙ୍କ ପାଇଁ ସଫଳତା ଆଣିଛି।

ବିଜୟ ମାକୱାନା (୧୮) ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମ୍ (ଜେଇଇ) ଆଡଭାନ୍ସରେ ସଫଳତା ଲାଭ କରି ଦେଶରେ ୧,୯୪୯ ରାଙ୍କ (ଏସସି) ହାସଲ କରିଛନ୍ତି। ଏବେ ସେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି) ରେ ପାଠ ପଢ଼ିବା ପାଇଁ ନାମ ଲେଖାଇବେ।

ବିଜୟଙ୍କ ପରିବାରର ବାର୍ଷିକ ଆୟ ୫୦,୦୦୦ ଟଙ୍କାରୁ କମ୍। ତାଙ୍କର ତିନି ଭାଇ ଭଉଣୀ। ପାଠ ପଢ଼ିବା ପାଇଁ ତାଙ୍କ ବାପା ପଇସା ଯୋଗାଇ ପାରନ୍ତି ନାହିଁ। ହେଲେ ଦାରିଦ୍ର୍ୟ ଦୂରିକରଣ ପାଇଁ ଶିକ୍ଷା ହେଉଛି ଏକମାତ୍ର ମାଧ୍ୟମ। ଏହାକୁ ତାଙ୍କ ପରିବାର ଲୋକେ ବିଶ୍ୱାସ କରନ୍ତି ବୋଲି ବିଜୟ କହିଛନ୍ତି।

ଅହମଦାବାଦର ନାଭି ଅଖୋଲରେ ବିଜୟଙ୍କ ଘର। ତାଙ୍କ ବାପା ଜଣେ ଛୋଟ ଚାଷୀ। ମାକୱାନା ଆଇଆଇଟି-ଖଡ଼ଗପୁର କିମ୍ବା ରୁଋକିରେ କମ୍ପ୍ୟୁଟର କିମ୍ବା ମେକାନିକାଲ୍ ଇଞ୍ଜିନିୟରିଂରେ ପାଠ ପଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି, “ମୁଁ ପିଜି କରିବାକୁ ଲକ୍ଷ୍ୟ ରଖିଛି, ହେଲେ ପରିବାର ଆର୍ଥିକ ସ୍ଥିତ ଭଲ ନାହିଁ ତେଣୁ ବିଟେକ୍ ପରେ ଚାକିରି ଖୋଜିବି। ଏହାପରେ ପରିବାରକୁ ସହଯୋଗ କରିବି। ଆଉ ଭାଇ ଭଉଣୀଙ୍କୁ ସହଯୋଗ କରିବି”। ବିଜୟଙ୍କ ସମ୍ପୂର୍ଣ୍ଣ ଶିକ୍ଷା ଅହମ୍ମଦାବାଦ ଭିତ୍ତିକ ସଂଗଠନ ଭିସାମୋ କିଡ୍ସ ଫାଉଣ୍ଡେସନରେ ହୋଇଛି।

ଗୁଜରାଟ ବୋର୍ଡ ପରୀକ୍ଷା ଏବଂ ଜେଇଇ ମେନରେ ବିଜୟ ତାଙ୍କ ପ୍ରଦର୍ଶନ ନେଇ ସନ୍ତୋଷ ପ୍ରକାଶ କରି ନାହାନ୍ତି। ବୋର୍ଡ ପରୀକ୍ଷା ଏବଂ ପ୍ରବେଶିକା ପରୀକ୍ଷା ପ୍ରସ୍ତୁତି ମଧ୍ୟରେ ସେ ବାଲାନ୍ସ କରିପାରିନଥିଲେ ବୋଲି କହିଛନ୍ତି। ନହେଲେ ଆଉ ଟିକିଏ ଭଲ ରାଙ୍କ ରଖିପାରିଥାନ୍ତେ ବୋଲି ସେ କହିଛନ୍ତି। ଗୁଜୁରାଟ ମାଧ୍ୟମିକ ଶିକ୍ଷା ବୋର୍ଡ (ଜିଏସବି) ଦ୍ୱାଦଶରେ ବିଜୟ ୬୫ ପ୍ରତିଶତ ସ୍କୋର କରିଥିଲେ ଏବଂ ଜେଇଇ ମେନରେ ତାଙ୍କ ରାଙ୍କ ପ୍ରଥମେ ୯୪,୩୮୨ ଥିଲା।

ଏହାପରେ ସେ ଧୌର୍ଯ୍ୟ ନହରାଇ ପାଠ ପଢ଼ୁଥିଲେ ବୋଲି କହିଛନ୍ତି। ସେ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି। କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ତିଆରି ହୋଇଥିବା ଫିଲ୍ମ ଏମ୍ ଏସ ଧୋନୀ ଫିଲ୍ମ ତାଙ୍କୁ ପ୍ରଭାବିତ କରିଥିଲା ବୋଲି ସେ କହିଛନ୍ତି। ଏହି ଫିଲ୍ନ ତାଙ୍କୁ ଧୌର୍ଯ୍ୟ ରଖିବା ଶିଖେଇବା ସହିତ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ଶିଖେଇଥିଲା ବୋଲି ବିଜୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story