ଚାଇନା ସହଯୋଗରେ କଶ୍ମୀରରେ ଧାରା ୩୭୦ ଲାଗୁ ହେବ: ଫାରୁକ୍

ନୂଆଦିଲ୍ଲୀ: ଅଡୁଆରେ ଶ୍ରୀନଗର ସାଂସଦ ଫାରୁକ୍ ଅବଦୁଲ୍ଲା। ଇଣ୍ଡିଆ ଟୁଡେ ଚାନେଲକୁ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ଦିନରେ ଚାଇନା ସମର୍ଥନରେ ଜମ୍ମୁ କଶ୍ମୀରରେ ଧାରା ୩୭୦ ଲାଗୁ କରିବୁ। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ଚାଇନା ଅସନ୍ତୋଷ ପ୍ରକାଶ କରିଥିଲା। ଏହାର ପରିଣାମ ଏଲଏସିରେ ଦେଖିବାକୁ ମିଳିଛି ଫାରୁକ୍ କହିଛନ୍ତି। ପାକିସ୍ତାନ ସପକ୍ଷରେ ପ୍ରତିକ୍ରିୟା ଦେଇ ବିବାଦରେ ରହୁଥିବା ଶ୍ରୀନଗର ସାଂସଦ ଏବେ ଖୋଲାଖୋଲି ଚାଇନା ପ୍ରତି ନିଜର ନରମ ମନୋଭାବ ଦେଖାଇଛନ୍ତି। ଅଗଷ୍ଟ […]

farooq abdullha

farooq abdullha

Subhransu Sekhar
  • Published: Sunday, 11 October 2020
  • Updated: 12 October 2020, 10:13 PM IST

ନୂଆଦିଲ୍ଲୀ: ଅଡୁଆରେ ଶ୍ରୀନଗର ସାଂସଦ ଫାରୁକ୍ ଅବଦୁଲ୍ଲା। ଇଣ୍ଡିଆ ଟୁଡେ ଚାନେଲକୁ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ଦିନରେ ଚାଇନା ସମର୍ଥନରେ ଜମ୍ମୁ କଶ୍ମୀରରେ ଧାରା ୩୭୦ ଲାଗୁ କରିବୁ। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବେଳେ ଚାଇନା ଅସନ୍ତୋଷ ପ୍ରକାଶ କରିଥିଲା। ଏହାର ପରିଣାମ ଏଲଏସିରେ ଦେଖିବାକୁ ମିଳିଛି ଫାରୁକ୍ କହିଛନ୍ତି। ପାକିସ୍ତାନ ସପକ୍ଷରେ ପ୍ରତିକ୍ରିୟା ଦେଇ ବିବାଦରେ ରହୁଥିବା ଶ୍ରୀନଗର ସାଂସଦ ଏବେ ଖୋଲାଖୋଲି ଚାଇନା ପ୍ରତି ନିଜର ନରମ ମନୋଭାବ ଦେଖାଇଛନ୍ତି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ। ଏହାକୁ ସେ ଓ ଜମ୍ମୁ କଶ୍ମୀରବାସୀ ଏଯାବତ ଗ୍ରହଣ କରିନାହାନ୍ତି ବୋଲି ଫାରୁକ୍ କହିଛନ୍ତି।

ଚାଇନାର ପ୍ରଶଂସକ ଫାରୁକ କହିଛନ୍ତି, ସେ କେବେ ଚାଇନା ରାଷ୍ଟ୍ରପତି ସି ଜିନିପିଙ୍ଗଙ୍କୁ ଭାରତକୁ ଆମନ୍ତ୍ରଣ କରି ନାହାନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ଶ୍ରୀନଗରର ସାଂସଦ ହେଲେ ଏଯାବତ ସଂସଦରେ ଶ୍ରୀନଗରବାସୀଙ୍କ କଥା କହିବାକୁ ସୁଯୋଗ ଦିଆଯାଉନି ବୋଲି ଫାରୁକ୍ କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଫାରୁକ ଅବଦୁଲ୍ଲା ଏବଂ ତାଙ୍କ ପୁଅ ତଥା ପୂର୍ବତନ ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏବଂ ପିଡ଼ିପି ସୁପ୍ରିମୋ ମେହବୁବା ମୁଫତିଙ୍କୁ ଗୃହବନ୍ଦୀ କରିରଖାଯାଇଥିଲା। ଏବେ ଫାରୁକ ଏବଂ ତାଙ୍କ ପୁଅ ଏହି ବନ୍ଦୀରୁ ମୁକ୍ତ ହୋଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story