କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋଙ୍କ ପରଲୋକ

ହବାନା: କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା। କ୍ୟୁବାରେ ପ୍ରତିଷ୍ଠା ହୋଇଥିବା କମ୍ୟୁନିଷ୍ଟ ପାର୍ଟି କ୍ୟୁବାର ସେ ଥିଲେ ପ୍ରଥମ ସେକ୍ରେଟାରୀ। ୧୯୬୧ ମସିହାଠାରୁ ୨୦୧୧ ପର୍ଯ୍ୟନ୍ତ ସେ କମ୍ୟୁନିଷ୍ଟ ପାର୍ଟିର ସେକ୍ରେଟାରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ। ୧୩ ଅଗଷ୍ଟ ୧୯୨୬ରେ ଜନ୍ମ ହୋଇଥିବା କାଷ୍ଟ୍ରୋ କ୍ୟୁବାରେ ଦୀର୍ଘ ୪୯ବର୍ଷ ଧରି କ୍ୟୁବାର ଶାସନଭାର ତୁଲାଇ ଥିଲେ। ୧୯୫୯ ଫେବୃଆରୀରୁ ୧୯୭୬ ଡିସେମ୍ବର ପର୍ଯ୍ୟନ୍ତ […]

fidrel-castro

fidrel-castro

Rakesh Mallick
  • Published: Saturday, 26 November 2016
  • Updated: 04 May 2017, 03:44 PM IST

Sports

Latest News

ହବାନା: କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା। କ୍ୟୁବାରେ ପ୍ରତିଷ୍ଠା ହୋଇଥିବା କମ୍ୟୁନିଷ୍ଟ ପାର୍ଟି କ୍ୟୁବାର ସେ ଥିଲେ ପ୍ରଥମ ସେକ୍ରେଟାରୀ। ୧୯୬୧ ମସିହାଠାରୁ ୨୦୧୧ ପର୍ଯ୍ୟନ୍ତ ସେ କମ୍ୟୁନିଷ୍ଟ ପାର୍ଟିର ସେକ୍ରେଟାରୀ ଭାବେ ଦାୟିତ୍ୱ ତୁଲାଇ ଥିଲେ।

୧୩ ଅଗଷ୍ଟ ୧୯୨୬ରେ ଜନ୍ମ ହୋଇଥିବା କାଷ୍ଟ୍ରୋ କ୍ୟୁବାରେ ଦୀର୍ଘ ୪୯ବର୍ଷ ଧରି କ୍ୟୁବାର ଶାସନଭାର ତୁଲାଇ ଥିଲେ। ୧୯୫୯ ଫେବୃଆରୀରୁ ୧୯୭୬ ଡିସେମ୍ବର ପର୍ଯ୍ୟନ୍ତ ସେ କ୍ୟୁବାରେ ପ୍ରଧାନମନ୍ତ୍ରୀ ଥିଲେ। ତାପରେ ୨୦୦୮ ମସିହା ପର୍ଯ୍ୟନ୍ତ ସେ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story