ଫିଲିପାଇନ୍ସରେ ପ୍ରବଳ ବର୍ଷା ଓ ଭୂ-ସ୍ଖଳନ, ୮ମୃତ

ମନିଲା: ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳବର୍ଷା ଓ ଭୂ-ସ୍ଖଳନରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି।  ବର୍ଷା ଓ ଭୂ-ସ୍ଖଳନ ଯୋଗୁ ୪ହଜାର ଘର ଭାଙ୍ଗିଯିବା ସହ ଶସ୍ୟକ୍ଷେତ୍ର ନଷ୍ଟ ହୋଇଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମନିଲାରେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି। ଭୂ-ସ୍ଖଳନ ଯୋଗୁ ସହର ମୁଖ୍ୟରାସ୍ତାଗୁଡିକ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଫିଲିପାଇନ୍ସର ଦୁଇଟି ସହରର ପୂର୍ବ ଲୁଞ୍ଜନ ଓ ଅରଚିପିଲାଗୋରେ […]

phipines

phipines

Rakesh Mallick
  • Published: Monday, 13 July 2015
  • Updated: 04 May 2017, 03:45 PM IST

Sports

Latest News

ମନିଲା: ପ୍ରବଳ ବର୍ଷା ଓ ଭୂ-ସ୍ଖଳନ ଯୋଗୁ ଫିଲିପାଇନ୍ସରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳବର୍ଷା ଓ ଭୂ-ସ୍ଖଳନରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି।  ବର୍ଷା ଓ ଭୂ-ସ୍ଖଳନ ଯୋଗୁ ୪ହଜାର ଘର ଭାଙ୍ଗିଯିବା ସହ ଶସ୍ୟକ୍ଷେତ୍ର ନଷ୍ଟ ହୋଇଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମନିଲାରେ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି। ଭୂ-ସ୍ଖଳନ ଯୋଗୁ ସହର ମୁଖ୍ୟରାସ୍ତାଗୁଡିକ ଗାଡି ଚଳାଚଳ ବନ୍ଦ ହୋଇଯାଇଛି । ଫିଲିପାଇନ୍ସର ଦୁଇଟି ସହରର ପୂର୍ବ ଲୁଞ୍ଜନ ଓ ଅରଚିପିଲାଗୋରେ ପ୍ରବଳ ବର୍ଷା ସହ ଭୂ-ସ୍ଖଳନ ହେଉଥିବା ପାଣିପାଗ ବିଭାଗ ସୂଚନା ମିଳିଛି। ପବନ ଓ ବର୍ଷା ଯୋଗୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଦିଆଯାଇଛି। ୯ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ: ପ୍ରବଳ ବର୍ଷା ଯୋଗୁ  କୃଷି କ୍ଷେତ୍ରରେ ପ୍ରାୟ ୪ ମିଲିୟନ (୪୦ ଲକ୍ଷ ) ଟଙ୍କାର କ୍ଷତି ହୋଇଥିବା କୃଷି ମନ୍ତ୍ରାଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଫିଲିପାଇନ୍ସରେ ୨୦୧୩ରେ ହୋଇଥିବା ବର୍ଷା ଓ ଭୂ-ସ୍ଖଳନ ଯୋଗୁ ୬ହଜାର ୩୦୦ଶହ ଲୋକ ମୃତ୍ୟୁ ଘଟିଥିଲାବେଳେ ୧୪ ମଲିୟନ ଲୋକ ବାସହରା ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story