ଅମରନାଥ ଯାତ୍ରା ପାଇଁ କଶ୍ମୀର ପହଞ୍ଚିଲେ ପ୍ରଥମ ବ୍ୟାଚ ଶ୍ରଦ୍ଧାଳୁ

ଜମ୍ମୁ: ଆସନ୍ତାକାଲି ଠାରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ଆଜି ଜମ୍ମୁରୁ ପ୍ରଥମ ବ୍ୟାଚ୍‌ର ଶ୍ରଦ୍ଧାଳୁମାନେ କଶ୍ମୀର ଉପତ୍ୟକା ଗସ୍ତ କରିଛନ୍ତି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ୪୫ ଦିନ ଧରି ଚାଲିବ। ଏହା ଅଗଷ୍ଟ ୧୫ରେ ଶେଷ ହେବ। ପ୍ରଥମ ବ୍ୟାଚ୍‌ରେ ୧୦୫୧ ଜଣ ଶ୍ରଦ୍ଧାଳୁ ଉତ୍ତର କଶ୍ମୀରର ବାଟଲା ବେସ୍‌ କ୍ୟାମ୍ପକୁ ଯାଇଥିବା ବେଳେ ୧୧୮୩ ଜଣ ଶ୍ରଦ୍ଧାଳୁ ପହଲଗାମ ବେସ୍‌ କ୍ୟାମ୍ପ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ବ୍ୟାଚରେ […]

r

r

Hemant Lenka
  • Published: Sunday, 30 June 2019
  • Updated: 30 June 2019, 05:23 PM IST

Sports

Latest News

ଜମ୍ମୁ: ଆସନ୍ତାକାଲି ଠାରୁ ଅମରନାଥ ଯାତ୍ରା ଆରମ୍ଭ ହେବ। ଏଥିପାଇଁ ଆଜି ଜମ୍ମୁରୁ ପ୍ରଥମ ବ୍ୟାଚ୍‌ର ଶ୍ରଦ୍ଧାଳୁମାନେ କଶ୍ମୀର ଉପତ୍ୟକା ଗସ୍ତ କରିଛନ୍ତି। ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରା ୪୫ ଦିନ ଧରି ଚାଲିବ।

ଏହା ଅଗଷ୍ଟ ୧୫ରେ ଶେଷ ହେବ। ପ୍ରଥମ ବ୍ୟାଚ୍‌ରେ ୧୦୫୧ ଜଣ ଶ୍ରଦ୍ଧାଳୁ ଉତ୍ତର କଶ୍ମୀରର ବାଟଲା ବେସ୍‌ କ୍ୟାମ୍ପକୁ ଯାଇଥିବା ବେଳେ ୧୧୮୩ ଜଣ ଶ୍ରଦ୍ଧାଳୁ ପହଲଗାମ ବେସ୍‌ କ୍ୟାମ୍ପ ଅଭିମୁଖେ ଯାତ୍ରା କରିଛନ୍ତି।

ଏହି ବ୍ୟାଚରେ ୧୮୩୯ ଜଣ ପୁରୁଷ, ୩୩ ଜଣ ମହିଳା, ୪୫ ଜଣ ସାଧୁ ଓ ୧୭ ଜଣ ଶିଶୁ ରହିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ବେସ୍‌ କ୍ୟାମ୍ପକୁ ପଠା ଯାଇଛି। ଶ୍ରଦ୍ଧାଳୁଙ୍କ ଗାଡ଼ି ଜବାହର ଟନେଲ୍ ଅତିକ୍ରମ କରିବା ଯାଏ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story