ଗୋଆରେ ପହଞ୍ଚିଲା ସିଜିନର ପ୍ରଥମ ଚାର୍ଟର ବିମାନ

ପାଣାଜୀ: ଗୋଆରେ  ଚଳିତ ସିଜିନର ପ୍ରଥମ ଚାର୍ଟର ବିମାନ ପହଞ୍ଚିଛି।   ଋଷିଆର ପର୍ଯ୍ୟଟ ମାନଙ୍କୁ ନେଇ ଏହି ବିମାନ ଗୋଆର ଡୋବଲାମ୍ ବିମାନବନ୍ଦରରେ ପହଞ୍ଚିଥିଲା ।   ଏଥିରେ ୫୧୯ଜଣ ଯାତ୍ରୀ ଥିଲେ । ପର୍ଯ୍ୟଟକମାନଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରାଯାଇଥିଲା।  ଚଳିତବର୍ଷ ଗୋଆରେ ଆଗୁଆ ଚାର୍ଟର ବିମାନ ପହଞ୍ଚିଛି।   ଗତବର୍ଷ ୯୯୮ ଚାର୍ଟର ବିମାନରେ ବିଭିନ୍ନ ଦେଶର ୨ଲକ୍ଷ ୩୨ହଜାର ପର୍ଯ୍ୟଟକ ଗୋଆ ଆସିଥିଲେ। ଏହି ଚାର୍ଟର ବିମାନ ସେବା ମେ’ ମାସ ଶେଷ ପର୍ଯ୍ୟନ୍ତ ଚାଲୁ […]

goa-1

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 02:42 PM IST

ପାଣାଜୀ: ଗୋଆରେ  ଚଳିତ ସିଜିନର ପ୍ରଥମ ଚାର୍ଟର ବିମାନ ପହଞ୍ଚିଛି।   ଋଷିଆର ପର୍ଯ୍ୟଟ ମାନଙ୍କୁ ନେଇ ଏହି ବିମାନ ଗୋଆର ଡୋବଲାମ୍ ବିମାନବନ୍ଦରରେ ପହଞ୍ଚିଥିଲା ।   ଏଥିରେ ୫୧୯ଜଣ ଯାତ୍ରୀ ଥିଲେ । ପର୍ଯ୍ୟଟକମାନଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରାଯାଇଥିଲା।  ଚଳିତବର୍ଷ ଗୋଆରେ ଆଗୁଆ ଚାର୍ଟର ବିମାନ ପହଞ୍ଚିଛି।   ଗତବର୍ଷ ୯୯୮ ଚାର୍ଟର ବିମାନରେ ବିଭିନ୍ନ ଦେଶର ୨ଲକ୍ଷ ୩୨ହଜାର ପର୍ଯ୍ୟଟକ ଗୋଆ ଆସିଥିଲେ। ଏହି ଚାର୍ଟର ବିମାନ ସେବା ମେ’ ମାସ ଶେଷ ପର୍ଯ୍ୟନ୍ତ ଚାଲୁ ରହିବ ।

Related story