‘କରୋନା’ ‌ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଥମ ଭାରତୀୟ ଏବେ ସୁରକ୍ଷିତ

ତ୍ରିଭେନ୍ଦ୍ରମ୍‌: ଥ୍ରୀସୁରରେ କରୋନା ଆକ୍ରାନ୍ତ ବୋଲି ପ୍ରଥମ କରି ଚିହ୍ନଟ ହୋଇଥିବା ଭାରତୀୟ ବର୍ତ୍ତମାନ ସୁରକ୍ଷିତ। ତାଙ୍କ ଶରୀରରେ ପ୍ରଥମେ କରୋନା ଭାଇରସ୍‌ ଚିହ୍ନଟ ହୋଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ନମୁନା ପରୀକ୍ଷା କରାଯିବାରୁ ଏହା ନକାରାତ୍ମକ ରହିଥିବା ଜଣାପଡ଼ିଛି। କେରଳର ଏନ୍‌ଆଇଭି ୟୁନିଟ୍‌ରେ ଲଗାତାର ତାଙ୍କ ନମୁନାର ପରୀକ୍ଷା କରାଯିବା ପରେ ଏପରି ଜଣାପଡ଼ିଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ଅଧିକାରୀମାନେ ପୁଣେ ଏନ୍‌ଆଇଭି ୟୁନିଟ୍‌ର ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଏହି ରିପୋର୍ଟ ଆସିବା ପରେ ଯାଇ ତାଙ୍କୁ […]

Corona

Corona

Subrat Kumar Nayak
  • Published: Monday, 10 February 2020
  • Updated: 10 February 2020, 05:06 PM IST

Sports

Latest News

ତ୍ରିଭେନ୍ଦ୍ରମ୍‌: ଥ୍ରୀସୁରରେ କରୋନା ଆକ୍ରାନ୍ତ ବୋଲି ପ୍ରଥମ କରି ଚିହ୍ନଟ ହୋଇଥିବା ଭାରତୀୟ ବର୍ତ୍ତମାନ ସୁରକ୍ଷିତ। ତାଙ୍କ ଶରୀରରେ ପ୍ରଥମେ କରୋନା ଭାଇରସ୍‌ ଚିହ୍ନଟ ହୋଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ନମୁନା ପରୀକ୍ଷା କରାଯିବାରୁ ଏହା ନକାରାତ୍ମକ ରହିଥିବା ଜଣାପଡ଼ିଛି।

କେରଳର ଏନ୍‌ଆଇଭି ୟୁନିଟ୍‌ରେ ଲଗାତାର ତାଙ୍କ ନମୁନାର ପରୀକ୍ଷା କରାଯିବା ପରେ ଏପରି ଜଣାପଡ଼ିଛି।

ବର୍ତ୍ତମାନ ସ୍ୱାସ୍ଥ୍ୟ ଅଧିକାରୀମାନେ ପୁଣେ ଏନ୍‌ଆଇଭି ୟୁନିଟ୍‌ର ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଏହି ରିପୋର୍ଟ ଆସିବା ପରେ ଯାଇ ତାଙ୍କୁ ବିପଦମୁକ୍ତ ଘୋଷଣା କରିବା ଏବଂ ଅନ୍ୟ ପଦକ୍ଷେପ ବାବଦରେ କୁହାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story