ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ବେଳେ ୫ ଯବାନ ନିଖୋଜ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁପଓ୍ୱାଡାରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମିୟ ହୋଇଛି। ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର ଅଭିଯାନ ଚାଲିଥିବା ବେଳେ ୫ ଯବାନ ନିଖୋଜ ହୋଇଯାଇଛନ୍ତି। ଏହି ୫ ଯବାନଙ୍କ ମଧ୍ୟରେ ୨ ଜଣ ସେନା ଅଧିକାରୀ ରହିଛନ୍ତି। ଉଭୟଙ୍କ ମଧ୍ୟରେ ଗୁଳିବିନିମିୟ ଚାଲିଥିଲା। ଆତଙ୍କବାଦୀମାନେ ଯେଉଁ ଘରେ ରହି ସେନା ଉପରେ ଆକ୍ରମଣ କରୁଥିଲେ ସେହି ଘରକୁ ଯାଇଥିଲେ ଏହି ଯବାନମାନେ। ଏହାପରେ ସେମାନଙ୍କର କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି। ଆତଙ୍କବାଦୀମାନେ […]

encounter

encounter

Subhransu Sekhar
  • Published: Sunday, 03 May 2020
  • Updated: 03 May 2020, 09:22 AM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରର କୁପଓ୍ୱାଡାରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମିୟ ହୋଇଛି। ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର ଅଭିଯାନ ଚାଲିଥିବା ବେଳେ ୫ ଯବାନ ନିଖୋଜ ହୋଇଯାଇଛନ୍ତି। ଏହି ୫ ଯବାନଙ୍କ ମଧ୍ୟରେ ୨ ଜଣ ସେନା ଅଧିକାରୀ ରହିଛନ୍ତି। ଉଭୟଙ୍କ ମଧ୍ୟରେ ଗୁଳିବିନିମିୟ ଚାଲିଥିଲା। ଆତଙ୍କବାଦୀମାନେ ଯେଉଁ ଘରେ ରହି ସେନା ଉପରେ ଆକ୍ରମଣ କରୁଥିଲେ ସେହି ଘରକୁ ଯାଇଥିଲେ ଏହି ଯବାନମାନେ। ଏହାପରେ ସେମାନଙ୍କର କୌଣସି ଖୋଜ ଖବର ମିଳୁନଥିବା ଜଣାପଡ଼ିଛି।

ଆତଙ୍କବାଦୀମାନେ ଲୁଚିଥିବା ନେଇ ସୁରକ୍ଷାବଳୟ ଜାଣିବା ପରେ କୁପଓ୍ୱାଡା ଜିଲ୍ଲାରେ ଶୁକ୍ରବାର ପାଖରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହାପରେ ଶନିବାର ଅପରାହ୍ନରେ ଆତଙ୍କବାଦୀ ଓ ସୁରକ୍ଷାବଳୟ ମୁହାଁମୁହିଁ ହୋଇଥିଲେ।

ଏବେ ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସେନା ପକ୍ଷରୁ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଅନ୍ୟପଟେ ଦକ୍ଷିଣ କଶ୍ମୀର ସ୍ଥିତ ଦଙ୍ଗରପୁରା ଜିଲ୍ଲାରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୂଚନା ମିଳିଛି। ଏଥିସହ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story