ନିରାଶ ହେଲେ ବିହାରର ପୂର୍ବତନ ଡିଜିପି, ମିଳିଲାନି ଟିକେଟ୍

ପାଟଣା: ଦ୍ୱିତୀୟ ଥର ପାଇଁ ନିରାଶ ହେଲେ ଆଇପିଏସ ଗୁପ୍ତେଶ୍ୱର ପାଣ୍ଡେ। ବିହାର ଡିଜିପି ପଦବୀରୁ ଇସ୍ତଫା ଦେଇ ଗୁପ୍ତେଶ୍ୱର ପାଣ୍ଡେ ଶାସକ ଦଳ ଜେଡିୟୁରେ ମିଶିଥିଲେ। ହେଲେ ଚଳିତଥର ତାଙ୍କୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ୍ ଦେଇନି ଦଳ। ଏନେଇ ସେ ବିଳମ୍ୱିତ ରାତିରେ ସୂଚନା ଦେଇଛନ୍ତି। ତାଙ୍କ ସମର୍ଥକଙ୍କୁ ଭାବପ୍ରବଣ ନହୋଇ ଦଳ କେମିତି ବିଜୟୀ ହେବ ସେ ନେଇ ପରାମର୍ଶ ଦେଇଛନ୍ତି। ବକ୍ସର ବିଧାନସଭା ଆସନରୁ ଗୁପ୍ତେଶ୍ୱର ପ୍ରାର୍ଥୀ ହେବା ନେଇ ସମ୍ଭାବନା […]

Gupteshwar_Pandey

Gupteshwar_Pandey

Subhransu Sekhar
  • Published: Thursday, 08 October 2020
  • Updated: 08 October 2020, 11:20 AM IST

Sports

Latest News

ପାଟଣା: ଦ୍ୱିତୀୟ ଥର ପାଇଁ ନିରାଶ ହେଲେ ଆଇପିଏସ ଗୁପ୍ତେଶ୍ୱର ପାଣ୍ଡେ। ବିହାର ଡିଜିପି ପଦବୀରୁ ଇସ୍ତଫା ଦେଇ ଗୁପ୍ତେଶ୍ୱର ପାଣ୍ଡେ ଶାସକ ଦଳ ଜେଡିୟୁରେ ମିଶିଥିଲେ। ହେଲେ ଚଳିତଥର ତାଙ୍କୁ ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ୍ ଦେଇନି ଦଳ। ଏନେଇ ସେ ବିଳମ୍ୱିତ ରାତିରେ ସୂଚନା ଦେଇଛନ୍ତି। ତାଙ୍କ ସମର୍ଥକଙ୍କୁ ଭାବପ୍ରବଣ ନହୋଇ ଦଳ କେମିତି ବିଜୟୀ ହେବ ସେ ନେଇ ପରାମର୍ଶ ଦେଇଛନ୍ତି।

ବକ୍ସର ବିଧାନସଭା ଆସନରୁ ଗୁପ୍ତେଶ୍ୱର ପ୍ରାର୍ଥୀ ହେବା ନେଇ ସମ୍ଭାବନା ଥିଲା। ହେଲେ ଏହି ଆସନ ବିଜେପି ହାତରେ ରହିଛି। ତେଣୁ ବିଜେପି ନେତା ପର୍ଶୁରାମ ଚତୁର୍ବେଦୀ ପ୍ରାର୍ଥୀ ହୋଇଛନ୍ତି।

ତେବେ ଜେଡିୟୁର କିଛି ନେତା ଖବର ସରବରାହ ସଂସ୍ଥା ଆଇଏଏନସକୁ କହିଛନ୍ତି, ସରକାରୀ ପଦବୀରୁ ଅବସର ନେଇ ହଠାତ ରାଜନୀତି ଇଂନିସ ଖେଳି ଫାଇଦା ଦେବାକୁ ଚାହୁଁ ନାହାନ୍ତି ସୁପ୍ରିମୋ ନୀତୀଶ କୁମାର। ପରୋକ୍ଷରେ ସେ ଏଭଳି ବାର୍ତ୍ତା ଦେଇଛନ୍ତି। ତେବେ ଗୁପ୍ତେଶ୍ୱରଙ୍କୁ ଆଗାମୀ ଦିନରେ ବିଧାନ ପରିଷଦକୁ ଦଳ ପଠାଇପାରେ ବୋଲି ଜେଡିୟୁ ନେତା କହିଛନ୍ତି।

ଅନ୍ୟପଟେ ବିଜେପି ବକ୍ସର ଆସନ ଜେଡିୟୁକୁ ନଦେବା ପଛର କାରଣ ସାମ୍ନାକୁ ଆସିଛି। ଏହି ଆସନର ସାଂସଦ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱୀନସ କୁମାର ଚୌବେ। ଉଚ୍ଚ ଜାତିକୁ ନେଇ ଏଠାରେ ପ୍ରବଳ ରାଜନୀତି ରହିଛି। ସାଧାରଣ ନିର୍ବାଚନ ପାଖରୁ ଏହି ବକ୍ସର ଆସନରେ ବିଜେପି ମଜବୁତ ରହିଛି। ତେଣୁ ବିଜେପି ଏହି ଆସନକୁ ଜେଡିୟୁକୁ ଦେଇନଥିବା କୁହାଯାଉଛି।

ସୂଚନାଯୋଗ୍ୟ, ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବିହାର ସରକାର ଏବଂ ସୁଶାନ୍ତଙ୍କ ନ୍ୟାୟ ପାଇଁ ପକ୍ଷ ରଖି ଗୁପ୍ତେଶ୍ୱର ଚର୍ଚ୍ଚାକୁ ଆସିଥିଲେ। ସେ ଭିଆରଏସ ନେବାକୁ ନେଇ ମଧ୍ୟ ସମାଲୋଚନାର ଶିକାର ହୋଇଛନ୍ତି। ସେ ଅବସର ପରେ କହିଥିଲେ ୨୫ଟି ବିଧାନସଭା ଆସନରେ ନିର୍ବାଚନ ଲଢିପାରିବାର କ୍ଷମତା ରଖିଛନ୍ତି।

ଏହା ପୂର୍ବରୁ ଗତ ବିଧାନସଭା ନିର୍ବାଚନରେ ମଧ୍ୟ ଗୁପ୍ତେଶ୍ୱର ଚାକିରିରୁ ଭିଆରଏସ ନେଇ ବିଜେପିରେ ସାମିଲ୍ ହୋଇଥିଲେ ବିଧାୟକ ପ୍ରାର୍ଥୀ ହେବା ପାଇଁ। ହେଲେ ସେତେବେଳେ ମଧ୍ୟ ନିରାଶ ହୋଇଥିଲେ। ପରବର୍ତ୍ତୀ ସମୟରେ ଚାକିରିରେ ଯୋଗ ଦେଇ ଡିଜିପି ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story