ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ

ଚଣ୍ଡିଗଡ଼: କୃଷି ଆଇନକୁ ବିରୋଧ କରି ରାସ୍ତାରେ ଚାଷୀ ଆନ୍ଦୋଳନ କରୁଛନ୍ତି। ଆଜି ଚାଷୀଙ୍କ ସହିତ କେନ୍ଦ୍ର ସରକାର ମଧ୍ୟ ଆନ୍ଦୋଳନ କରିବାକୁ ଯାଉଛନ୍ତି। ଏହାରି ଭିତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କୁ ଧୋକ୍କା ଦେଉଛନ୍ତି। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଏନଡିଏର ପୂର୍ବତନ ସହଯୋଗୀ ଦଳ ଅକାଳୀ ଦଳର ଏହି ନେତା କହିଛନ୍ତି। Former Punjab CM Parkash […]

PRAKSAH-SINGH-BADAL

Subhransu Sekhar
  • Published: Thursday, 03 December 2020
  • , Updated: 03 December 2020, 01:49 PM IST

ଚଣ୍ଡିଗଡ଼: କୃଷି ଆଇନକୁ ବିରୋଧ କରି ରାସ୍ତାରେ ଚାଷୀ ଆନ୍ଦୋଳନ କରୁଛନ୍ତି। ଆଜି ଚାଷୀଙ୍କ ସହିତ କେନ୍ଦ୍ର ସରକାର ମଧ୍ୟ ଆନ୍ଦୋଳନ କରିବାକୁ ଯାଉଛନ୍ତି। ଏହାରି ଭିତରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇ ଦେଇଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କୁ ଧୋକ୍କା ଦେଉଛନ୍ତି। ତେଣୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଏନଡିଏର ପୂର୍ବତନ ସହଯୋଗୀ ଦଳ ଅକାଳୀ ଦଳର ଏହି ନେତା କହିଛନ୍ତି।

https://twitter.com/ANI/status/1334405122076512256?s=20

୨୦୧୫ରେ ପ୍ରକାଶ ସିଂହ ବାଦଲଙ୍କୁ ଏହି ସମ୍ମାନ ମିଳିଥିଲା। ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ପ୍ରକାଶ ସିଂ ବାଦଲ ପଦ୍ମ ବିଭୂଷଣ ସମ୍ମାନ ଫେରାଇବା କଥା ଲେଖିଛନ୍ତି।

ଦୀର୍ଘ ୮ ଦିନ ହେଲା କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ହରିଆଣା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆଜିର ବୈଠକ ପୂର୍ବରୁ କେନ୍ଦ୍ର ଓ ଚାଷୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ହେଲେ ଏଥିରୁ କୌଣସି ସୁଫଳ ମିଳି ନଥିଲା।

Related story