ଏକ୍ସପ୍ରେସ-ୱେ'ରେ ସଡ଼କ ଦୁର୍ଘଟଣା, ୪ ମୃତ ଓ ୨୫ ଆହତ

ମଥୁରା: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ରାଜପଥ ପାଲଟିଛି ମୃତ୍ୟର ରାଜପଥ। ଏହି ରାଜପଥରେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ଶିକାର ହେବା ପରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଯାତ୍ରୀବାହୀ ବସଟି ନୋଏଡାରୁ ଭିଣ୍ଡ ଯାଉଥବା ବେଳେ ଗରହଶୁଳୀ ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଛି। ସୋମବାର ଭୋର ସମୟରେ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ମୃତ ତିନି ଜଣଙ୍କର ପରିଚୟ […]

UP BUS ACCIDENT

Subhransu Sekhar
  • Published: Monday, 03 June 2019
  • , Updated: 03 June 2019, 03:33 PM IST

ମଥୁରା: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ ରାଜପଥ ପାଲଟିଛି ମୃତ୍ୟର ରାଜପଥ। ଏହି ରାଜପଥରେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ଶିକାର ହେବା ପରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି।

ଯାତ୍ରୀବାହୀ ବସଟି ନୋଏଡାରୁ ଭିଣ୍ଡ ଯାଉଥବା ବେଳେ ଗରହଶୁଳୀ ଗାଁ ନିକଟରେ ଦୁର୍ଘଟଣାର ଶିକାର ହୋଇଛି। ସୋମବାର ଭୋର ସମୟରେ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ମୃତ ତିନି ଜଣଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ଆହତ ମାନେ ସ୍ଥାନୀୟ ଆଗ୍ରା ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

Related story