ରନ୍ଧନ ଗ୍ୟାସ୍‌ ଦର ବଢିଲା

ନୂଆଦିଲ୍ଲୀ: ସବସିଡାଇଜ୍ ସିଲିଣ୍ଡର ପିଛା ୪ଟଙ୍କା ୬୦ ପଇସା ବୃଦ୍ଧି ହୋଇଛିା ଗ୍ୟାସ୍ ଦର ବୃଦ୍ଧି ନେଇ ଇଣ୍ଡିଆନ୍ ଓଏଲ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛିା ଦର ବୃଦ୍ଧି ପରେ ଘରୋଇ ଉପଯୋଗ ସିଲିଣ୍ଡର ପାଇଁ ଦିଲ୍ଲୀ ଓ କୋଲକାତାରେ ପ୍ରାୟ ୪୯୯ ଟଙ୍କା ଏବଂ ମୁମ୍ବାଇ ଓ ଚେନ୍ନାଇରେ ଯଥାକ୍ରମେ ୪୯୮ ଓ ୪୮୪ ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡ଼ିବ। ସେହପରି ଅଣସବ୍ସିଡାରୀ ସିଲିଣ୍ଡର ଦାମ୍ ୯୩ ଟଙ୍କା ବୃଦ୍ଧି ପାଇଛିା ଜୁଲାଇ ୨୦୧୬ରୁ ବର୍ତ୍ତମାନ […]

LPG-reuters

Rakesh Mallick
  • Published: Wednesday, 01 November 2017
  • , Updated: 01 November 2017, 09:22 PM IST

ନୂଆଦିଲ୍ଲୀ: ସବସିଡାଇଜ୍ ସିଲିଣ୍ଡର ପିଛା ୪ଟଙ୍କା ୬୦ ପଇସା ବୃଦ୍ଧି ହୋଇଛିା ଗ୍ୟାସ୍ ଦର ବୃଦ୍ଧି ନେଇ ଇଣ୍ଡିଆନ୍ ଓଏଲ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛିା ଦର ବୃଦ୍ଧି ପରେ ଘରୋଇ ଉପଯୋଗ ସିଲିଣ୍ଡର ପାଇଁ ଦିଲ୍ଲୀ ଓ କୋଲକାତାରେ ପ୍ରାୟ ୪୯୯ ଟଙ୍କା ଏବଂ ମୁମ୍ବାଇ ଓ ଚେନ୍ନାଇରେ ଯଥାକ୍ରମେ ୪୯୮ ଓ ୪୮୪ ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡ଼ିବ। ସେହପରି ଅଣସବ୍ସିଡାରୀ ସିଲିଣ୍ଡର ଦାମ୍ ୯୩ ଟଙ୍କା ବୃଦ୍ଧି ପାଇଛିା

ଜୁଲାଇ ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ଗ୍ୟାସ ସିଲିଣ୍ଡର ଦାମ ୧୯ ଥର ବୃଦ୍ଧି ପାଇଛି । ସାରା ଦେଶରେ ୧୮ କୋଟିରୁ ଅଧିକ ସବ୍ସିଡାରୀ ଗ୍ୟାସ ଉପଭୋକ୍ତା ରହିଛନ୍ତି। ଖାଲି ଘରୋଇ ଗ୍ୟାସ୍‌ ନୁହେଁ ବିମାନ ଇନ୍ଦନରେ ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି କରାଯାଇଛି।

Related story