ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ନେଇ ଗମ୍ଭୀର ଓ ରାଇନା ଖୁସ୍

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇବାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଏବେ ଜମ୍ମୁ-କଶ୍ମୀରରେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତାକୁ ମଧ୍ୟ ହଟାଇ ଦିଆଯାଇଛି। ଏଥିସହ ଜମ୍ମୁ-କଶ୍ମୀର ଏବଂ ଲଦାଖ ଏବେ କେନ୍ଦ୍ରଶାସିତ ରାଜ୍ୟ ହେବ। ଏ ସମ୍ବନ୍ଧରେ ସରକାର ସଂସଦରେ ଏକ ବିଲ୍ ଆଗତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିଫିକେଶନରେ ରାଷ୍ଟ୍ରପତି ମଧ୍ୟ ହସ୍ତାକ୍ଷର କରିଛନ୍ତି। जो कोई ना कर सका वो हमने कर दिखाया […]

gautam-raina

gautam-raina

Ranjit Kumar Jena
  • Published: Monday, 05 August 2019
  • Updated: 05 August 2019, 05:44 PM IST

Sports

Latest News

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦି ସରକାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ହଟାଇବାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହା ପରେ ଏବେ ଜମ୍ମୁ-କଶ୍ମୀରରେ ସ୍ୱତନ୍ତ୍ର ପାହ୍ୟା ମାନ୍ୟତାକୁ ମଧ୍ୟ ହଟାଇ ଦିଆଯାଇଛି। ଏଥିସହ ଜମ୍ମୁ-କଶ୍ମୀର ଏବଂ ଲଦାଖ ଏବେ କେନ୍ଦ୍ରଶାସିତ ରାଜ୍ୟ ହେବ। ଏ ସମ୍ବନ୍ଧରେ ସରକାର ସଂସଦରେ ଏକ ବିଲ୍ ଆଗତ କରିଛନ୍ତି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିଫିକେଶନରେ ରାଷ୍ଟ୍ରପତି ମଧ୍ୟ ହସ୍ତାକ୍ଷର କରିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ଐତିହାସିକ ନିଷ୍ପତ୍ତିକୁ ଚାରିଆଡ଼ୁ ସମର୍ଥନ କରାଯାଇଛି। ଏଥିରେ କ୍ରୀଡ଼ାଜଗତ ମଧ୍ୟ ସାମିଲ୍ ହୋଇଛି। ଭାରତର ପୂର୍ବତନ କ୍ରିକେଟର୍ ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଧାରା ୩୭୦କୁ ହଟାଇବାର ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି। ସେ ସୋଶାଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, "ଯାହା କେହି କରିପାରିଲେ ନାହିଁ, ତାହା ଆମେ କରିଦେଖାଇଛୁ। କଶ୍ମୀରରେ ବି ଏବେ ତ୍ରିରଙ୍ଗା ଉଡିବ। ଜୟ ହିନ୍ଦ୍। ଭାରତକୁ ଅଭିନନ୍ଦନ। କଶ୍ମୀର ମୁବାରକ୍।"

ସେହିପରି କ୍ରିକେଟର୍ ସୁରେଶ ରାଇନା କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "ଧାରା ୩୭୦ ହଟିବା ଏକ ଯୁଗାନ୍ତକାରୀ ନିଷ୍ପତ୍ତି। ଆଗାମୀ ଦିନରେ ଏକ ସରଳ ଏବଂ ଭଲ ସମୟର ଆଶା କରୁଛି। ଜୟ ହିନ୍ଦ୍।"

ପୂର୍ବତନ କ୍ରିକେଟର୍ ମହମ୍ମଦ କୈଫ୍ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଆଶା କରୁଛି ଏହା ଦ୍ୱାରା ଶାନ୍ତି ଏବଂ ଭଲପାଇବା ନିଶ୍ଚୟ ବଢ଼ିବ। ଅଲିମ୍ପିକ୍ ପଦକ ବିଜେତା ଏବଂ ବିଜେପି ସାଂସଦ ରାଜ୍ୟବର୍ଦ୍ଧନ ସିଂହ ରାଠୋର ମଧ୍ୟ ମୋଦି ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "ପ୍ରଥମତଃ ମୁଁ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କୁ ଧନ୍ୟବାଦ ଜଣାଉଛି। କଶ୍ମୀରରେ ସହିଦ୍ ହୋଇଥିବା ସବୁ ଯବାନଙ୍କୁ ସବୁଠାରୁ ଭଲ ଶ୍ରଦ୍ଧାଞ୍ଜଳି ଦିଆଦିଆଛି। ଧାରା ୩୭୦ ଆଉଟ୍।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story