ସୁଲେମାନୀ ଦିଲ୍ଲୀରେ ଆକ୍ରମଣ କରିଥାନ୍ତା: ଟ୍ରମ୍ପ

ନ୍ୟୁୟର୍କ: ଇରାକରେ ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ଘଟିଛି। ସୁଲେମାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ଯୋଜନା କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା କହିଛନ୍ତି। ସୁଲେମାନୀ ନିଜ କ୍ଷମତା ନିଶାରେ ଅନେକ ନିର୍ଦ୍ଦୋଷ ଲୋକଙ୍କର ହତ୍ୟା କରିଛନ୍ତି, ନୂଆଦିଲ୍ଲୀ ସହିତ ଲଣ୍ଡନରେ ସେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ଟ୍ରମ୍ପ କହିଛନ୍ତି। ଆତଙ୍କରାଜକୁ ସମର୍ଥନ କରୁଥିବା ସୁଲେମାନଙ୍କୁ ମାରି ଆମେରିକା ଖୁସି ବୋଲି […]

SULEMANI TRUMP

SULEMANI TRUMP

Subhransu Sekhar
  • Published: Saturday, 04 January 2020
  • Updated: 04 January 2020, 06:39 PM IST

Sports

Latest News

ନ୍ୟୁୟର୍କ: ଇରାକରେ ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ଘଟିଛି। ସୁଲେମାନୀ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରିବ ବୋଲି ଯୋଜନା କରିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା କହିଛନ୍ତି। ସୁଲେମାନୀ ନିଜ କ୍ଷମତା ନିଶାରେ ଅନେକ ନିର୍ଦ୍ଦୋଷ ଲୋକଙ୍କର ହତ୍ୟା କରିଛନ୍ତି, ନୂଆଦିଲ୍ଲୀ ସହିତ ଲଣ୍ଡନରେ ସେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ଟ୍ରମ୍ପ କହିଛନ୍ତି।

ଆତଙ୍କରାଜକୁ ସମର୍ଥନ କରୁଥିବା ସୁଲେମାନଙ୍କୁ ମାରି ଆମେରିକା ଖୁସି ବୋଲି ସେ କହିଛନ୍ତି। ତେବେ କେଉଁ ଆତଙ୍କବାଦୀ ସାହାଯ୍ୟରେ ଭାରତରେ ଆକ୍ରମଣ କରିବାକୁ ସୁଲେମାନୀ ଯୋଜନା କରୁଥିଲେ ସେ ନେଇ ଟ୍ରମ୍ପ କିଛି କହିନାହାନ୍ତି।

ସୂଚନାଯୋଗ୍ୟ, ୧୩ ଫେବୃଆରୀ ୨୦୧୨ରେ ଭାରତରେ ରହୁଥିବା ଇସ୍ରାଏଲର ରାଷ୍ଟ୍ରଦୂତଙ୍କ ସ୍ତ୍ରୀଙ୍କ କାର ବୋମା ବିସ୍ପୋରଣର ଶିକାର ହୋଇଥିଲା। ଏଥିରେ ରାଷ୍ଟ୍ରଦୂତଙ୍କ ସ୍ତ୍ରୀ ୟେହୋଶୁଆ କୋରେନ ଆହତ ହୋଇଥିଲେ। ଏହାବ୍ୟତୀତ ୟେହୋଶୁଆଙ୍କ ପାଖରେ ଛିଡ଼ା ହୋଇଥିବା ତାଙ୍କ ଡ୍ରାଇଭର ଏବଂ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ।

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସେତେବେଳେ ପ୍ରତିକ୍ରିୟା ରଖି କହିଥିଲେ, ଏହି ଆକ୍ରମଣ ପଛରେ ଇରାନର ହାତ ଥିଲା। ଚୁମ୍ୱକ ସାହାଯ୍ୟରେ ଇରାନ ଏହି ଆକ୍ରମଣ କରିଥିଲା। ପୂର୍ବରୁ ଇରାନ ଜୋର୍ଜିଆରେ ମଧ୍ୟ ସମାନ ଜ୍ଞାନକୌଶଳରେ ଆକ୍ରମଣ କରିଥିଲା। ତେବେ ଇରାନ ଏହି ଆକ୍ରମଣ କରିଥିଲା ବୋଲି ଭାରତ ପକ୍ଷରୁ କୁହାଯାଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story