ଗିଲଗିଟ-ବେଲୁଚିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ, ପାକିସ୍ତାନର କୌଣସି ଅଧିକାର ନାହିଁ

ନୂଆଦିଲ୍ଲୀ: ଗିଲଗିଟ-ବାଲୁଚିସ୍ତାନକୁ ପାକିସ୍ତାନ ଅସ୍ଥାୟୀ ରାଜ୍ୟର ମାନ୍ୟତା ଦେବା ପରେ ଜବାବ ରଖିଛି ଭାରତ। ଗିଲଗିଟ-ବେଲୁଚିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଜମ୍ମୁ କଶ୍ମୀର, ଲଦାଖ ଭଳି ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନର ବଳପୂର୍ବକ ପଦକ୍ଷେପକୁ ଭାରତ ବିରୋଧ କରୁଛି ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ୧୯୪୭ ମସିହା ୟୁନିଅନ ଅଫ୍ ଇଣ୍ଡିଆରେ ନିୟମ ଅନୁଯାୟୀ ଗିଲଗିଟ୍ ବେଲୁଚିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଅନୁରାଗ କହିଛନ୍ତି। ପାକିସ୍ତାନର ଏଭଳି ମନମାନୀ ମାନବ ଅଧିକାରକୁ ଉଲ୍ଲଂଘନ […]

mea-anurag

mea-anurag

Subhransu Sekhar
  • Published: Sunday, 01 November 2020
  • Updated: 01 November 2020, 08:26 PM IST

Sports

Latest News

ନୂଆଦିଲ୍ଲୀ: ଗିଲଗିଟ-ବାଲୁଚିସ୍ତାନକୁ ପାକିସ୍ତାନ ଅସ୍ଥାୟୀ ରାଜ୍ୟର ମାନ୍ୟତା ଦେବା ପରେ ଜବାବ ରଖିଛି ଭାରତ। ଗିଲଗିଟ-ବେଲୁଚିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଜମ୍ମୁ କଶ୍ମୀର, ଲଦାଖ ଭଳି ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନର ବଳପୂର୍ବକ ପଦକ୍ଷେପକୁ ଭାରତ ବିରୋଧ କରୁଛି ବୋଲି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି।

୧୯୪୭ ମସିହା ୟୁନିଅନ ଅଫ୍ ଇଣ୍ଡିଆରେ ନିୟମ ଅନୁଯାୟୀ ଗିଲଗିଟ୍ ବେଲୁଚିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଅନୁରାଗ କହିଛନ୍ତି। ପାକିସ୍ତାନର ଏଭଳି ମନମାନୀ ମାନବ ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ସେ କହିଛନ୍ତି। ସାତ ଦଶନ୍ଧି ଧରି ପାକିସ୍ତାନ ଅଧିକୃତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ୱାଧୀନତାର ପ୍ରତ୍ୟାଖ୍ୟାନକୁ ଛପି ହୋଇ ରହିବ ନାହିଁ ବୋଲି ସେ କହିଛନ୍ତି।

ସେହିପରି ଗିଲଗିଟ୍ ଏବଂ ବେଲୁଚିସ୍ତାନର ଲୋକମାନେ ନିଜକୁ ବଳିଦାନ ଦେବାକୁ ପ୍ରସ୍ତୁତ, ପାକିସ୍ତାନକୁ ପୂରାଇବାକୁ ଦେବେ ନାହିଁ ବୋଲି କହିଛନ୍ତି। ସାଧାରଣ ଲୋକମାନେ ମଧ୍ୟ ପାକିସ୍ତାନକୁ ଏ ନେଇ ବିରୋଧ କରିବା ସହିତ ଆନ୍ଦୋଳନ କରୁଛନ୍ତି। ଗିଲଗିଟ୍ ଏବଂ ବେଲୁଚିସ୍ତାନ ଅଞ୍ଚଳର ମୂଳ ବାସିନ୍ଦାମାନେ ପାକିସ୍ତାନ ଦ୍ୱାରା ଶୋଷଣର ଶିକାର ହେଉଛନ୍ତି। ପାକିସ୍ତାନୀ ସେନା ଦ୍ୱାରା ଲୋକଙ୍କୁ ଅପହରଣ, ନିର୍ଯାତନା ଦିଆଯାଉଛି।

ସୂଚନାଯୋଗ୍ୟ, ବିବାଦୀୟ ଅଞ୍ଚଳ ଗିଲଗିଟ୍ ଓ ବେଲୁଚିସ୍ତାନକୁ ବଳପୂର୍ବକ ନିଜ ଅଧୀନରେ ରଖିବା ପରେ ଏବେ ପାକିସ୍ତାନ ଅସ୍ଥାୟୀ ରାଜ୍ୟର ମାନ୍ୟତା ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନିଜେ ଏହି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story