ଗୋଧ୍ରା ଟ୍ରେନ୍ ପୋଡ଼ି ମାମଲା: ୧୧ ଅଭିଯୁକ୍ତଙ୍କ ଫାଶି ଦଣ୍ଡାଦେଶ କୋହଳ

ସୁରଟ: ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଗୁଜରାଟ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ମାମଲାର ବିଚାର କରି କୋର୍ଟ ଫାଶି ଦଣ୍ଡାଦେଶ ପାଇଥିବା ୧୧ ଅଭିଯୁକ୍ତଙ୍କ ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରିଛନ୍ତି। ୨୦୦୨ ଫେବୃୟାରୀ ୨୭ ତାରିଖରେ ଗୋଧ୍ରା ଷ୍ଟେସନ୍‌ରେ ସାବରମତୀ ଏକ୍ସପ୍ରେସ୍‌ର S-6 ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୫୯ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ କର ସେବକ ଥିଲେ ଓ ଅଯୋଧ୍ୟାରୁ ଫେରୁଥିଲେ। ଏହାପରେ ଗୁଜରାଟ୍‌ରେ […]

Rakesh Mallick
  • Published: Monday, 09 October 2017
  • , Updated: 09 October 2017, 11:57 AM IST

ସୁରଟ: ଗୋଧ୍ରା ଟ୍ରେନ୍‌ ପୋଡ଼ି ମାମଲାରେ ଗୁଜରାଟ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ମାମଲାର ବିଚାର କରି କୋର୍ଟ ଫାଶି ଦଣ୍ଡାଦେଶ ପାଇଥିବା ୧୧ ଅଭିଯୁକ୍ତଙ୍କ ଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡକୁ ପରିବର୍ତ୍ତନ କରିଛନ୍ତି।

୨୦୦୨ ଫେବୃୟାରୀ ୨୭ ତାରିଖରେ ଗୋଧ୍ରା ଷ୍ଟେସନ୍‌ରେ ସାବରମତୀ ଏକ୍ସପ୍ରେସ୍‌ର S-6 ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ୫୯ ଜଣ ଯାତ୍ରୀ ଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ କର ସେବକ ଥିଲେ ଓ ଅଯୋଧ୍ୟାରୁ ଫେରୁଥିଲେ। ଏହାପରେ ଗୁଜରାଟ୍‌ରେ ଦଙ୍ଗା ଆରମ୍ଭ ହୋଇଯାଇଥିଲା।

Related story