ବଦଳିବ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ୍, ଚାଷୀଙ୍କୁ ଫାଇଦା

ନୂଆଦିଲ୍ଲୀ: ଚାଷୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର କୃଷି ବିପଣନ ସଂସ୍କାର ନିମନ୍ତେ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ଆଇନ ପ୍ରଣୀତ ହେଲେ କୃଷକମାନେ ଅଧିକ ଦାମରେ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ନିଜ ପସନ୍ଦର କ୍ରେତା ବା ବଜାର ବାଛି ପାରିବେ। ଏହା ଫଳରେ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ। ସେହିପରି ଆଳୁ, ପିଆଜ, ଡାଲି, ତୈଳବୀଜ ଓ ଖାଇବା ତେଲ ଆଦି ଦ୍ରବ୍ୟକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ବାଦ୍ […]

POTTTO FARMER

POTTTO FARMER

Subhransu Sekhar
  • Published: Friday, 15 May 2020
  • Updated: 15 May 2020, 06:19 PM IST

Sports

Latest News

ନୂଆଦିଲ୍ଲୀ: ଚାଷୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର କୃଷି ବିପଣନ ସଂସ୍କାର ନିମନ୍ତେ ଏକ ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏହି ଆଇନ ପ୍ରଣୀତ ହେଲେ କୃଷକମାନେ ଅଧିକ ଦାମରେ ନିଜ ଉତ୍ପାଦିତ ସାମଗ୍ରୀ ବିକ୍ରି କରିବାକୁ ନିଜ ପସନ୍ଦର କ୍ରେତା ବା ବଜାର ବାଛି ପାରିବେ। ଏହା ଫଳରେ କୃଷକମାନଙ୍କର ଆୟ ବୃଦ୍ଧି ହୋଇପାରିବ। ସେହିପରି ଆଳୁ, ପିଆଜ, ଡାଲି, ତୈଳବୀଜ ଓ ଖାଇବା ତେଲ ଆଦି ଦ୍ରବ୍ୟକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରୁ ବାଦ୍ ଦେବାକୁ ମଧ୍ୟ ସରକାର ଚିନ୍ତା କରୁଛନ୍ତି। ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ଆଇନକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ସରକାର। ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରିଛନ୍ତି।

https://twitter.com/PIB_India/status/1261256533805072384

୧୯୫୫ ମସିହାରୁ ଏହି ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ କାର୍ଯ୍ୟକାରୀ ଥିଲା। ଏବେ ସରକାର ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଏହି ଆଇନରେ ପରିବର୍ତ୍ତନ କରିଛନ୍ତି। ଏହାଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ହେବ ବୋଲି ସେ କହିଛନ୍ତି। ପୂର୍ବ ଆଇନ୍ ଯୋଗୁଁ ଚାଷୀମାନେ କମ୍ ମୂଲ୍ୟରେ ଉତ୍ପାଦ ବିକ୍ରୟ କରିବାକୁ ବାଧ୍ୟ ହେଉଥିଲେ। ଆଳୁ, ପିଆଜ, ଖାଇବା ତେଲ, ତୈଳବୀଜ, ଡାଲି ଆଦି ଅତ୍ୟାବଶ୍ୟକ ଦ୍ରବ୍ୟରୁ ବାଦ୍ ଦିଆଯିବ। ଏମିତିକି ଏହି ସବୁ ଦ୍ରବ୍ୟର ସଂରକ୍ଷଣ ବଢ଼ାଇବା ପାଇଁ ଶୀତଳ ଭଣ୍ଡାର ବଢ଼ାଯିବ ବୋଲି ସୀତାରମଣ କହିଛନ୍ତି।

ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଇ-ଟ୍ରେଡିଂ ବ୍ୟବସ୍ଥା ଲାଗୁ ହେବ। ଏହାଦ୍ୱାରା ଚାଷୀ ଉତ୍ପାଦିତ ଦ୍ରବ୍ୟର ଇ-ଟ୍ରେଡିଂ କରିପାରିବେ ବୋଲି ସରକାର କହିଛନ୍ତି।

କେବଳ କୃଷି କ୍ଷେତ୍ରରେ ଏପିଏମସି ଆଇନ୍ ଜରିଆରେ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀ ଏହାକୁ ବିକ୍ରି କରିବାକୁ ଅନୁମତି ପାଇନଥିଲେ। ତେଣୁ ଏବେ ଏହି ଆଇନରେ ପରିବର୍ତ୍ତନ ହେବାର ଆବଶ୍ୟକତା ଥିଲା ବୋଲି ସେ କହିଛନ୍ତି। ଏହାଦ୍ୱାରା ଚାଷୀ ମାନେ ନଜି ଉତ୍ପାଦକୁ କୌଣସି ସ୍ଥାନରେ ବିକ୍ରି କରିପାରିବେ। ଏହାଦ୍ୱାରା ଚାଷୀ ଲାଭବାନ ହେବେ ଏବଂ ଅନ୍ତରାଜ୍ୟ ବ୍ୟବସାୟ ମଧ୍ୟ ବଢ଼ିପାରିବ ବୋଲି ସୀତାରମଣ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story