ଲକଡାଉନ: ଛେପ ପକାଇଲେ ଫାଇନ, ମଦ ଓ ଗୁଟଖା ବିକ୍ରି ବ୍ୟାନ

ନୂଆଦିଲ୍ଲୀ: ଦେଶର ବର୍ଦ୍ଧିତ କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ମେ’ ୩ ଯାଏ ଲକଡାଉନ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଗତକାଲି ଏହା ଘୋଷଣା କରିଥିବା ବେଳେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲକଡାଉନ ବେଳେ କେଉଁ ସବୁ ନିୟମ କାର୍ଯ୍ୟକାରୀ ହେବ, ତା’ର ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। […]

cx

cx

Hemant Lenka
  • Published: Wednesday, 15 April 2020
  • Updated: 15 April 2020, 04:07 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ବର୍ଦ୍ଧିତ କରୋନା ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶରେ ମେ’ ୩ ଯାଏ ଲକଡାଉନ କାର୍ଯ୍ୟକାରୀ ହେବ ବୋଲି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ଗତକାଲି ଏହା ଘୋଷଣା କରିଥିବା ବେଳେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଲକଡାଉନ ବେଳେ କେଉଁ ସବୁ ନିୟମ କାର୍ଯ୍ୟକାରୀ ହେବ, ତା’ର ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି।

ଗାଇଡଲାଇନ ଅନୁଯାୟୀ, ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରି କି ତାଙ୍କ ଠାରୁ ଫାଇନ ମଧ୍ୟ ଆଦାୟ କରାଯିବ। ସେହିପରି ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବା ପାଇଁ ଲକଡାଉନ ସମୟରେ କୌଣସି ପ୍ରକାରର ମଦ, ତମ୍ବାଖୁ କିମ୍ବା ଗୁଟଖା ବିକ୍ରି ହୋଇପାରିବ ନାହିଁ। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁଯାୟୀ, କେନ୍ଦ୍ର ସରକାର ଗାଇଡଲାଇନ ଜାରି କରି ଏଭଳି ନିର୍ଦ୍ଦେଶନାମା ଦେଇଛନ୍ତି।

କିଛି ରାଜ୍ୟରେ ଲକଡାଉନ ସମୟରେ ମଦ ଦୋକାନା ଖୋଲିବା ପାଇଁ ବିଚାର କରାଯାଉଥିଲା। ହେଲେ କେନ୍ଦ୍ର ସରକାର ଏହା ଉପରେ ଆଜି ପ୍ରତିବନ୍ଧକ ଲଗାଇଛନ୍ତି। ତେବେ ବିଶେଷଜ୍ଞଙ୍କ ମତରେ ହୋମ ଡେଲିଭରୀ ଜରିଆରେ ମଦ ବିକ୍ରି ହୋଇପାରିବ। ଏହାର ଉଦାହରଣ ଭାବେ ସେମାନେ ପଶ୍ଚିମବଙ୍ଗ ସରକାରଙ୍କ ନାଁ ନେଇଛନ୍ତି। ପଶ୍ଚିମବଙ୍ଗ ସରକାର ମଦର ହୋମ ଡେଲିଭରୀ ପାଇଁ ବ୍ୟବସ୍ଥା କରିଛନ୍ତି।

ଲକଡାଉନ ବେଳେ କେରଳ, ଗୋଆ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ମେଘାଳୟ ଭଳି ରାଜ୍ୟରେ ମଦ ଦୋକାନ ଗୁଡ଼ିକୁ କିଛି ଅଂଶରେ ଖୋଲିବାକୁ ଅନୁମତି ଦେଇଥିଲେ। ସେହିପରି ମଙ୍ଗଳବାର ସନ୍ଧ୍ୟା ଦିଲ୍ଲୀ ଓ କର୍ଣ୍ଣାଟକା ସରକାର ମଧ୍ୟ ଦୋକାନ ଖୋଲିବା ଉପରେ ଚିନ୍ତା କରୁଥିଲେ। ତେବେ ଦ୍ୱିତୀୟ ପର୍ଯ୍ୟାୟ ଗାଇଡଲାଇନ ସବୁ ଯୋଜନାକୁ ଭଣ୍ଡୁର କରିବାକୁ ବସିଛି। କେନ୍ଦ୍ର ସରକାର ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁଯାୟୀ କେନ୍ଦ୍ର ସରକାର ମି ବିକ୍ରି ଉପରେ ବ୍ୟାନ ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story