ଚାଷୀଙ୍କୁ ପଇସା ପଠାଇଲେ ସରକାର

ନୂଆଦିଲ୍ଲୀ: ଚାଷୀଙ୍କୁ ପଇସା ପଠାଇଛନ୍ତି କେନ୍ଦ୍ର ସରକାର। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଟଙ୍କା ସରକାର ପଠାଇଛନ୍ତି। ସରକାର ପଠାଇଥିବା ଟଙ୍କା ସପ୍ତମ କିସ୍ତିର। ସରକାରଙ୍କ ଏହି ଯୋଜନା ଦ୍ୱାରା ମିଳୁଥିବା ଟଙ୍କାକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଥିଲେ। ସୂଚନାଯୋଗ୍ୟ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ଚାଷୀଙ୍କୁ ୬ ହଜାର ଟଙ୍କା ପଠାନ୍ତି ସରକାର। ଏହି ଟଙ୍କା ତିନୋଟି କିସ୍ତିରେ ମିଳେ। ସପ୍ତମ କିସ୍ତିର ଟଙ୍କା ପଠାଇବାରେ ବିଳମ୍ୱ ହୋଇଛି।

farmer

Subhransu Sekhar
  • Published: Saturday, 19 December 2020
  • , Updated: 19 December 2020, 01:46 PM IST

ନୂଆଦିଲ୍ଲୀ: ଚାଷୀଙ୍କୁ ପଇସା ପଠାଇଛନ୍ତି କେନ୍ଦ୍ର ସରକାର। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଟଙ୍କା ସରକାର ପଠାଇଛନ୍ତି। ସରକାର ପଠାଇଥିବା ଟଙ୍କା ସପ୍ତମ କିସ୍ତିର। ସରକାରଙ୍କ ଏହି ଯୋଜନା ଦ୍ୱାରା ମିଳୁଥିବା ଟଙ୍କାକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଥିଲେ।

ସୂଚନାଯୋଗ୍ୟ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ ଚାଷୀଙ୍କୁ ୬ ହଜାର ଟଙ୍କା ପଠାନ୍ତି ସରକାର। ଏହି ଟଙ୍କା ତିନୋଟି କିସ୍ତିରେ ମିଳେ। ସପ୍ତମ କିସ୍ତିର ଟଙ୍କା ପଠାଇବାରେ ବିଳମ୍ୱ ହୋଇଛି।

Related story