୨୦ ତାରିଖରୁ ଆରମ୍ଭ ହେବ ମନରେଗା କାମ

ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ମନରେଗା କାମ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଆସନ୍ତା ୨୦ ତାରିଖରୁ ହିଁ ଏହା ଅଧିନରେ ଥିବା ଶ୍ରମିକମାନେ କାମ ଆରମ୍ଭ କରିପାରିବେ। ଗତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ଅବଧିକୁ ମେ’ ୩ ଯାଏ ବୃଦ୍ଧି କରିବା ବେଳେ କହିଥିଲେ ଯେ ଏପ୍ରିଲ ୨୦ ଠାରୁ ସ୍ଥିତିରେ ଦୃଷ୍ଟିରେ ରଖି ଶ୍ରମିକ ଓ ଚାଷୀମାନଙ୍କ କ୍ଷେତ୍ରରେ ନିୟମକୁ କୋହଳ କରାଯିବ। ତେବେ କିଛି ସର୍ତ୍ତ ଲାଗୁ […]

dc

dc

Hemant Lenka
  • Published: Wednesday, 15 April 2020
  • Updated: 15 April 2020, 04:18 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ମନରେଗା କାମ ଆରମ୍ଭ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ଆସନ୍ତା ୨୦ ତାରିଖରୁ ହିଁ ଏହା ଅଧିନରେ ଥିବା ଶ୍ରମିକମାନେ କାମ ଆରମ୍ଭ କରିପାରିବେ। ଗତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ଅବଧିକୁ ମେ’ ୩ ଯାଏ ବୃଦ୍ଧି କରିବା ବେଳେ କହିଥିଲେ ଯେ ଏପ୍ରିଲ ୨୦ ଠାରୁ ସ୍ଥିତିରେ ଦୃଷ୍ଟିରେ ରଖି ଶ୍ରମିକ ଓ ଚାଷୀମାନଙ୍କ କ୍ଷେତ୍ରରେ ନିୟମକୁ କୋହଳ କରାଯିବ।

ତେବେ କିଛି ସର୍ତ୍ତ ଲାଗୁ କରାଯାଇଛି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ଅନୁଯାୟୀ, ଏପ୍ରିଲ ୨୦ ତାରିଖରୁ ମନରେଗା ଶ୍ରମିକଙ୍କୁ କାମ କରିବାକୁ ଅନୁମତି ମିଳିବ। କିନ୍ତୁ ଏହି ସମୟରେ କେତେକ ସର୍ତ୍ତ ଲାଗୁ କରାଯିବ। ମନରେଗା ଅଧିନରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସମାଜିକ ଦୂରତା ଅବଲମ୍ବନ କରିବେ ଓ ସମସ୍ତେ ମାସ୍କ ପରିଧାନ କରିବେ।

ଶ୍ରମିକମାନେ କେବଳ ଜଳ ସେଚନ ଓ ଜଳ ସଂରକ୍ଷଣ କ୍ଷେତ୍ରରେ କାମ କରିପାରିବେ। ସମସ୍ତ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ କାମରେ ମନରେଗା କାମ କରିପାରିବେ। ତେବେ  କରୋନା ହଟସ୍ପଟ ଓ ନୂଆ ରୋଗୀ ଚିହ୍ନଟ ହେଉଥିବା ସ୍ଥାନରେ ଏହାକୁ କାର୍ଯ୍ୟକାରୀ କରାଯିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story