ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ୨୧ ହଜାର କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଦେଶରେ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଗ୍ରାମାଞ୍ଚଳ ଚାଷୀଙ୍କ ସୁବିଧା ପାଇଁ ନାବାର୍ଡ ୨୧,୦୦୦ କୋଟି ଟଙ୍କା ମଞ୍ଜୁର କରିଛି। ଏହାଦ୍ୱାରା ଜିଲ୍ଲା ସମବାୟ ବ୍ୟାଙ୍କ ଗୁଡିକ ପ୍ରାଥମିକ କୃଷି ସମିତିକୁ ଏହି ଅର୍ଥ ଋଣ ଆକାରରେ ଦେବେ। ଚାଷୀମାନେ ଯେଭଳି ସୁବିଧାରେ ଋଣ ପାଇ ପାରିବେ ସେଥିପାଇଁ ବ୍ୟାଙ୍କ, ନାବାର୍ଡ ଓ ଆରବିଆଇ ଜିଲ୍ଲାଗୁଡିକୁ ଟଙ୍କା ଦେବେ ବୋଲି ଆଜି କେନ୍ଦ୍ର ଅର୍ଥ ସଚିବ ଶଶିକାନ୍ତ ଦାସ କହିଛନ୍ତି। ସେ […]

sashikanta-das

sashikanta-das

Rakesh Mallick
  • Published: Wednesday, 23 November 2016
  • Updated: 23 November 2016, 01:19 PM IST

Sports

Latest News

ନୂଆଦିଲ୍ଲୀ: ବିମୁଦ୍ରାକରଣ ପରେ ଦେଶରେ ଚାଷୀମାନେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଗ୍ରାମାଞ୍ଚଳ ଚାଷୀଙ୍କ ସୁବିଧା ପାଇଁ ନାବାର୍ଡ ୨୧,୦୦୦ କୋଟି ଟଙ୍କା ମଞ୍ଜୁର କରିଛି। ଏହାଦ୍ୱାରା ଜିଲ୍ଲା ସମବାୟ ବ୍ୟାଙ୍କ ଗୁଡିକ ପ୍ରାଥମିକ କୃଷି ସମିତିକୁ ଏହି ଅର୍ଥ ଋଣ ଆକାରରେ ଦେବେ। ଚାଷୀମାନେ ଯେଭଳି ସୁବିଧାରେ ଋଣ ପାଇ ପାରିବେ ସେଥିପାଇଁ ବ୍ୟାଙ୍କ, ନାବାର୍ଡ ଓ ଆରବିଆଇ ଜିଲ୍ଲାଗୁଡିକୁ ଟଙ୍କା ଦେବେ ବୋଲି ଆଜି କେନ୍ଦ୍ର ଅର୍ଥ ସଚିବ ଶଶିକାନ୍ତ ଦାସ କହିଛନ୍ତି।

ସେ କହିଛନ୍ତି,“ନାବାର୍ଡ ଦ୍ୱାରା ତାଲିକାଭୁକ୍ତ ଡିସିସିବି ଜରିଆରେ ଏହି ଟଙ୍କା ଚାଷୀଙ୍କୁ ଦିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story