ଗ୍ରୀସକୁ ତୃତୀୟ ବେଲଆଉଟ ପ୍ୟାକେଜ ଦେଲା ୟୁରୋପୀୟ କମିଶନ

ଏଥେନ୍ସ: ଗ୍ରୀସକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ୟୁରୋପୀୟ କମିଶନ ତୃତୀୟ ବେଲଆଉଟ ପ୍ୟାକେଜ ପ୍ରଦାନ କରିଛି। ମଙ୍ଗଳବାର ୟୁରୋପୀୟ କମିଶନ ଓ ଗ୍ରୀସ ମଧ୍ୟରେ ବୁଝାମଣା ପରେ ଏହି ବେଲ୍ ଆଉଟ ପ୍ୟାକେଜ୍ ପ୍ରଦାନ କରାଯାଇଛି । ଗ୍ରୀସକୁ ବେଲ ଆଉଟ ପ୍ୟାକେଜ ଦେବା ନେଇ କମିଶନ ମୁଖପାତ୍ର ଅନ୍ନିକା ବ୍ରେଇଦାର୍ଥ ଦିଦ୍ କହିଛନ୍ତି ଯେ, ଏହି ବେଲଆଉଟ ପ୍ୟାକେଜ କୌଣସି ରାଜନୈତିକ ଅଭିସନ୍ଧି ରଖାଯାଇ ପ୍ରଦାନ କରାଯାଇନାହିଁ। ଏହା କେବଳ ଗୋଟିଏ ଦେଶକୁ […]

greece-flag

Rakesh Mallick
  • Published: Tuesday, 11 August 2015
  • , Updated: 04 May 2017, 03:45 PM IST

ଏଥେନ୍ସ: ଗ୍ରୀସକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ୟୁରୋପୀୟ କମିଶନ ତୃତୀୟ ବେଲଆଉଟ ପ୍ୟାକେଜ ପ୍ରଦାନ କରିଛି। ମଙ୍ଗଳବାର ୟୁରୋପୀୟ କମିଶନ ଓ ଗ୍ରୀସ ମଧ୍ୟରେ ବୁଝାମଣା ପରେ ଏହି ବେଲ୍ ଆଉଟ ପ୍ୟାକେଜ୍ ପ୍ରଦାନ କରାଯାଇଛି । ଗ୍ରୀସକୁ ବେଲ ଆଉଟ ପ୍ୟାକେଜ ଦେବା ନେଇ କମିଶନ ମୁଖପାତ୍ର ଅନ୍ନିକା ବ୍ରେଇଦାର୍ଥ ଦିଦ୍ କହିଛନ୍ତି ଯେ, ଏହି ବେଲଆଉଟ ପ୍ୟାକେଜ କୌଣସି ରାଜନୈତିକ ଅଭିସନ୍ଧି ରଖାଯାଇ ପ୍ରଦାନ କରାଯାଇନାହିଁ। ଏହା କେବଳ ଗୋଟିଏ ଦେଶକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବାକୁ ଏକ ସହଯୋଗ ବୋଲି ସେ କହିଛନ୍ତି।

Related story