ଗୁଜ୍ଜର ଆନ୍ଦୋଳନ ପ୍ରତ୍ୟାହୃତ, ୫% ସଂରକ୍ଷଣ ଲାଗି ରାଜସ୍ଥାନ ସରକାର ରାଜି

ରାଜସ୍ଥାନ: ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦାବିରେ  ଆଠଦିନ ଧରି ଚାଲିଥିବା ଗୁଜ୍ଜର ଆନ୍ଦୋଳନ ଗୁରୁବାର ରାତିରେ  ପ୍ରତ୍ୟାହୃତ ହୋଇଛି। ଗୁଜ୍ଜର ମାନଙ୍କ ଲାଗି ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାଜି ହେବା ପରେ ଗୁଜ୍ଜରମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହର କରି ନେଇଛନ୍ତି। ଏକ ସ୍ୱତନ୍ତ୍ର ବିଲ ବଳରେ ଗୁଜ୍ଜର ସମ୍ପ୍ରଦାୟକୁ ସ୍ୱତନ୍ତ୍ର ପଛୁଆ ବର୍ଗ ଭାବେ ଚାକିରି କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବ। ସରକାର ଗୁଜ୍ଜର ମାନଙ୍କୁ ୫ […]

gurjar

Rakesh Mallick
  • Published: Friday, 29 May 2015
  • , Updated: 29 May 2015, 04:48 AM IST

ରାଜସ୍ଥାନ: ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଦାବିରେ  ଆଠଦିନ ଧରି ଚାଲିଥିବା ଗୁଜ୍ଜର ଆନ୍ଦୋଳନ ଗୁରୁବାର ରାତିରେ  ପ୍ରତ୍ୟାହୃତ ହୋଇଛି। ଗୁଜ୍ଜର ମାନଙ୍କ ଲାଗି ୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାଜି ହେବା ପରେ ଗୁଜ୍ଜରମାନେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହର କରି ନେଇଛନ୍ତି। ଏକ ସ୍ୱତନ୍ତ୍ର ବିଲ ବଳରେ ଗୁଜ୍ଜର ସମ୍ପ୍ରଦାୟକୁ ସ୍ୱତନ୍ତ୍ର ପଛୁଆ ବର୍ଗ ଭାବେ ଚାକିରି କ୍ଷେତ୍ରରେ ୫ ପ୍ରତିଶତ ସଂରକ୍ଷଣ ସୁବିଧା ମିଳିବ। ସରକାର ଗୁଜ୍ଜର ମାନଙ୍କୁ ୫ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଧାନସଭାରେ ଏହି ବିଲ୍ ପାସ୍ କରିବା ପରେ କେନ୍ଦ୍ରକୁ ପଠାଇବେ।

ଗୁଜ୍ଜର ନେତାମାନଙ୍କ ସହିତ ଦୀର୍ଘ ୪ ଘଣ୍ଟାର ବୈଠକ ପରେ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହା ଘୋଷଣା କରିଥିଲେ।

 

 

Related story