ବିଜେପିକୁ ଶକ୍ତ ଝଟକା: ଦଳ ଛାଡ଼ିଲେ ସାଂସଦ ମନସୁଖ

ବାହାରୁଚ: ଗୁଜରାଟରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ମନସୁଖ ଭାସଭା ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସର୍ବଦା ଆଦିବାସୀଙ୍କ ଅଧିକାର କଥା କହୁଥିବା ମନସୁଖ ସଂସଦର ବଜେଟ ଅଧିବେଶନ ବେଳେ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ନର୍ମଦାର ୧୨୧ଟି ଗାଁକୁ ଇକୋ ସେନସିଟିଭ ଜୋନ୍‌ ଭାବେ ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହି ବିଜ୍ଞପ୍ତିକୁ […]

e

e

Hemant Lenka
  • Published: Tuesday, 29 December 2020
  • Updated: 30 December 2020, 12:45 PM IST

Sports

Latest News

ବାହାରୁଚ: ଗୁଜରାଟରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ମନସୁଖ ଭାସଭା ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସର୍ବଦା ଆଦିବାସୀଙ୍କ ଅଧିକାର କଥା କହୁଥିବା ମନସୁଖ ସଂସଦର ବଜେଟ ଅଧିବେଶନ ବେଳେ ଲୋକସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି।

ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ନର୍ମଦାର ୧୨୧ଟି ଗାଁକୁ ଇକୋ ସେନସିଟିଭ ଜୋନ୍‌ ଭାବେ ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରି ସାଂସଦ ମନସୁଖ ଭାସଭା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। କିନ୍ତୁ ତାଙ୍କ ଚିଠିକୁ କେହି ଗୁରୁତ୍ୱ ନ ଦେବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ହେଲେ ମନସୁଖ ନିଜ ଇସ୍ତଫାପତ୍ରରେ ଏ ବିଷୟରେ କିଛି ବି ଲେଖି ନାହାନ୍ତି।

ବାହାରୁଚରୁ ୬ ଥର ସାଂସଦ ହୋଇଥିବା ମନସୁଖ ଗୁଜରାଟର ବିଜେପି ସଭାପତି ସିଆର ପାଟିଲଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, “ମୋ ଭୁଲ ପାଇଁ ଦଳର ଛବି ଖରାପ ହେଉ ବୋଲି ମୁଁ ଚାହୁଁନାହିଁ। ଏଥିପାଇଁ ମୁଁ ଇସ୍ତଫା ଦେଉଛି। ମୁଁ ଦଳର ଜଣେ ବିଶ୍ୱସ୍ତ କର୍ମୀ ଥିଲି। ଦୟା କରି ମୋତେ କ୍ଷମା କରି ଦିଅନ୍ତୁ।

ମୁଁ ଜଣେ ମଣିଷ। ମଣିଷମାନେ ବେଳେ ବେଳେ ଭୁଲ ହୋଇଥାଏ। ହେଲେ ମୋ ଭୁଲ ପାଇଁ ଦଳର ଛବି ଖରାପ କରିବାକୁ ମୁଁ ଚାହେଁ ନାହିଁ। ତେଣୁ ବାଧ୍ୟ ହୋଇ ମୁଁ ଏହି ଚରମ ପଦକ୍ଷେପ ନେଉଛି।”

ଅଧିକ ପଢ଼ନ୍ତୁ : ଆନ୍ଦୋଳନକାରୀ ଚାଷୀଙ୍କୁ ନକ୍ସଲ ଓ ଖଲିସ୍ତାନୀ କହିବା ଠିକ୍‌ ନୁହେଁ: ରାଜନାଥ

ଡିସେମ୍ବର ୨୮ରେ ମନସୁଖ ଲେଖିଥିବା ଚିଠିରେ କହିଛନ୍ତି ଯେ ସେ ବଜେଟ ଅଧିବେଶନ ବେଳେ ଲୋକସଭା ବାଚସ୍ପତିଙ୍କୁ ଭେଟିବେ ଓ ବାହାରୁଚ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବେ। ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ଭାରତ ପାଣ୍ଡ୍ୟା କହିଛନ୍ତି, ମନସୁଖ ଭାସଭାଙ୍କ ଇସ୍ତଫା ପତ୍ର ଦଳ ସୋଶାଲ ମିଡିଆ ଜରିଆରେ ପାଇଛି। ସିଆର ପାଟିଲ ତାଙ୍କ ସହ କଥା ହୋଇଛନ୍ତି ଓ ତାଙ୍କର ସମସ୍ତ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ମନସୁଖ ହେଉଛନ୍ତି ଗୁଜରାଟ ଜଣେ ବରିଷ୍ଠ ସାଂସଦ। ଆମେ ସମସ୍ତେ ମିଳିତ ଭାବେ ତାଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story