ଗୁଲସନ କୁମାରଙ୍କ ହତ୍ୟାକାରୀକୁ ଭାରତ ଅଣାଯିବ

ନୂଆଦିଲ୍ଲୀ: ଟି-ସିରିଜ କମ୍ପାନୀର ମାଲିକ ଗୁଲସନ କୁମାରଙ୍କ ହତ୍ୟା ଘଟଣାରେ ଦୋଷୀ ଅବଦ୍ଦୁଲ ରୌଫକୁ ଭାରତ ଅଣାଯିବ। ଖୁବ୍‌ଶୀଘ୍ର ବାଂଲାଦେଶ ସରକାର ଅବଦ୍ଦୁଲ ରୌଫକୁ ଭାରତକୁ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି। ଅବଦ୍ଦୁଲ ରୌଫ ହେଉଛି ଦାଉଦ ଇବ୍ରାହିମ୍‌ର ଖାସ୍ ଲୋକ। ରୌଫକୁ ୨୦୦୯ରେ ବାଂଲାଦେଶରେ ଗିରଫ କରାଯାଇଥିଲା। ନିକଟରେ ତାକୁ ବାଂଲାଦେଶ ଜେଲରୁ ମୁକ୍ତ କରାଯାଇଛି। ୧୯୯୭ରେ ଟି-ସିରିଜ କମ୍ପାନୀ ମାଲିକ ଗୁଲସନ କୁମାରଙ୍କୁ ରୌଫ ହତ୍ୟା କରିଥିଲା।

abdur-rauf

Rakesh Mallick
  • Published: Tuesday, 08 November 2016
  • , Updated: 09 November 2016, 12:57 PM IST

ନୂଆଦିଲ୍ଲୀ: ଟି-ସିରିଜ କମ୍ପାନୀର ମାଲିକ ଗୁଲସନ କୁମାରଙ୍କ ହତ୍ୟା ଘଟଣାରେ ଦୋଷୀ ଅବଦ୍ଦୁଲ ରୌଫକୁ ଭାରତ ଅଣାଯିବ। ଖୁବ୍‌ଶୀଘ୍ର ବାଂଲାଦେଶ ସରକାର ଅବଦ୍ଦୁଲ ରୌଫକୁ ଭାରତକୁ ହସ୍ତାନ୍ତର କରିବ ବୋଲି ଜଣାପଡ଼ିଛି।

ଅବଦ୍ଦୁଲ ରୌଫ ହେଉଛି ଦାଉଦ ଇବ୍ରାହିମ୍‌ର ଖାସ୍ ଲୋକ। ରୌଫକୁ ୨୦୦୯ରେ ବାଂଲାଦେଶରେ ଗିରଫ କରାଯାଇଥିଲା। ନିକଟରେ ତାକୁ ବାଂଲାଦେଶ ଜେଲରୁ ମୁକ୍ତ କରାଯାଇଛି। ୧୯୯୭ରେ ଟି-ସିରିଜ କମ୍ପାନୀ ମାଲିକ ଗୁଲସନ କୁମାରଙ୍କୁ ରୌଫ ହତ୍ୟା କରିଥିଲା।

Related story