ଗୁଡଗାଓଁରେ ଗ୍ୟାଙ୍ଗୱାର : ଏସୟୁଭି ଉପରେ ଆଖିବୁଜା ଗୁଳି ଚାଳନା,ଜଣେ ମୃତ

ଗୁଡଗାଓଁ: ବୁଧବାର ସକାଳୁ ଏମଜି ରୋଡରେ ଏକ ସ୍ପୋଟ୍ସ ୟୁଟିଲିଟି କାର (ଏସୟୁଭି) ଉପରେ ଆଖିବୁଜା ଗୁଳି ଚାଳାନା କରିଥିଲେ ୪ଜଣ ଦୁର୍ବୃତ୍ତ। ସିନେମା ଶୈଳୀରେ କାରଟି ରାସ୍ତା ଉପରେ ପଲଟି ପଲଟି ଏକ ଅଟୋ ରିକ୍ସା ଉପରେ ପଡିଥିଲା। ଫଳରେ ଘଟଣା ସ୍ଥଳରେ ଏକ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଏସୟୁଭିରେ ଥିବା ଡ୍ରାଇଭରଙ୍କ କାନ୍ଧରେ ଗୁଳିବିଦ୍ଧ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

gurgaon1

gurgaon1

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 08:28 AM IST

ଗୁଡଗାଓଁ: ବୁଧବାର ସକାଳୁ ଏମଜି ରୋଡରେ ଏକ ସ୍ପୋଟ୍ସ ୟୁଟିଲିଟି କାର (ଏସୟୁଭି) ଉପରେ ଆଖିବୁଜା ଗୁଳି ଚାଳାନା କରିଥିଲେ ୪ଜଣ ଦୁର୍ବୃତ୍ତ। ସିନେମା ଶୈଳୀରେ କାରଟି ରାସ୍ତା ଉପରେ ପଲଟି ପଲଟି ଏକ ଅଟୋ ରିକ୍ସା ଉପରେ ପଡିଥିଲା। ଫଳରେ ଘଟଣା ସ୍ଥଳରେ ଏକ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଏସୟୁଭିରେ ଥିବା ଡ୍ରାଇଭରଙ୍କ କାନ୍ଧରେ ଗୁଳିବିଦ୍ଧ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।gurgaon-shootout-auto-crushed_650x400_61436940625ଗୁଡଗାଓଁ ପୋଲିସ ଏହାକୁ ଗ୍ୟାଙ୍ଗ ୱାର ବୋଲି କହିଥିବା ବେଳେ ଦୁର୍ବୃତ୍ତମାନେ ସେଣ୍ଟ୍ରୋ  ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ସକାଳୁ ସକାଳୁ ଏହି ଦୂର୍ଘଟଣା ଘଟିଥିବା କାରଣରୁ ଗ୍ୟାଙ୍ଗକୁ ଧରିବାକୁ ପୋଲିସ ପକ୍ଷରୁ ଜଣେ ବରିଷ୍ଠ ପୋଲିସ କର୍ମଚାରୀଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଗଠିତ ହୋଇଛି। ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଗୁଡଗାଓଁ ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story