ଗୁଡଗାଓଁରେ ଗ୍ୟାଙ୍ଗୱାର : ଏସୟୁଭି ଉପରେ ଆଖିବୁଜା ଗୁଳି ଚାଳନା,ଜଣେ ମୃତ

ଗୁଡଗାଓଁ: ବୁଧବାର ସକାଳୁ ଏମଜି ରୋଡରେ ଏକ ସ୍ପୋଟ୍ସ ୟୁଟିଲିଟି କାର (ଏସୟୁଭି) ଉପରେ ଆଖିବୁଜା ଗୁଳି ଚାଳାନା କରିଥିଲେ ୪ଜଣ ଦୁର୍ବୃତ୍ତ। ସିନେମା ଶୈଳୀରେ କାରଟି ରାସ୍ତା ଉପରେ ପଲଟି ପଲଟି ଏକ ଅଟୋ ରିକ୍ସା ଉପରେ ପଡିଥିଲା। ଫଳରେ ଘଟଣା ସ୍ଥଳରେ ଏକ ଅଟୋ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ଏସୟୁଭିରେ ଥିବା ଡ୍ରାଇଭରଙ୍କ କାନ୍ଧରେ ଗୁଳିବିଦ୍ଧ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।gurgaon-shootout-auto-crushed_650x400_61436940625ଗୁଡଗାଓଁ ପୋଲିସ ଏହାକୁ ଗ୍ୟାଙ୍ଗ ୱାର ବୋଲି କହିଥିବା ବେଳେ ଦୁର୍ବୃତ୍ତମାନେ ସେଣ୍ଟ୍ରୋ  ଫେରାର ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ସକାଳୁ ସକାଳୁ ଏହି ଦୂର୍ଘଟଣା ଘଟିଥିବା କାରଣରୁ ଗ୍ୟାଙ୍ଗକୁ ଧରିବାକୁ ପୋଲିସ ପକ୍ଷରୁ ଜଣେ ବରିଷ୍ଠ ପୋଲିସ କର୍ମଚାରୀଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଗଠିତ ହୋଇଛି। ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଗୁଡଗାଓଁ ପୋଲିସ କହିଛି।

ଆହୁରି ପଢ଼ନ୍ତୁ

ବିସ୍ଫୋରଣରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ, ଶତାଧିକ ଗୁରୁତର

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ନୂଆ ମ୍ୟାପ ଜାରି କଲା ପାକିସ୍ତାନ, କଶ୍ମୀର ସହ ଗୁଜରାଟ ଓ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ଅନ୍ତର୍ଜାତୀୟ ମାର୍କେଟରେ ରାଫେଲର ଚାହିଦା କାହିଁକି କମ?

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

ସିବିଆଇ ତଦନ୍ତ ସୁପାରିସ ପରେ କଥା ବଦଳାଇଲେ ରିୟା

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ

୧୬ ବର୍ଷର ପ୍ରେମ ସମ୍ପର୍କକୁ ବିବାହର ରୂପ ଦେଲେ ପ୍ରଧାନମନ୍ତ୍ରୀ, ରହିଛି ଦୁଇ ବର୍ଷର ଝିଅ

କରୋନା ଟିକାର ପରୀକ୍ଷା ଶେଷ, ଅକ୍ଟୋବରରୁ ଉତ୍ପାଦନ!