ଜିମ୍ ଟ୍ରେନରଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ

ମୋହାଲି: ଜିମ୍ ଟ୍ରେନରଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି। ମୃତ ଟ୍ରେନରଙ୍କ ନାମ କୁଲଦୀପ ସିଂ। ତାଙ୍କ ବୟସ ୨୩। ମୃତକଙ୍କ ମାଆ କହିଛନ୍ତି ତାଙ୍କ ପୁଅ ଭୁଲରେ କୌଣସି ବିଷାକ୍ତ ପଦାର୍ଥ ଖାଇ ଦେଇଥିବାରୁ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରୀକ୍ଷା ପାଇଁ କୁଲଦୀପ ସିଂଙ୍କ ମୃତଶରୀରକୁ ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲରେ ରଖାଯାଇଛି। ଧାରା ୧୭୪ ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଚାଲିଛି ବୋଲି ସବ-ଇନ୍ସପେକ୍ଟର ଜାଗିର ସିଂ କହିଛନ୍ତି। ପଞ୍ଜାବ ମୋହାଲି ଅଞ୍ଚଳର ସେକ୍ଟର ୬୮ରେ […]

gym trainer

gym trainer

Subhransu Sekhar
  • Published: Friday, 09 October 2020
  • Updated: 09 October 2020, 09:39 AM IST

Sports

Latest News

ମୋହାଲି: ଜିମ୍ ଟ୍ରେନରଙ୍କ ସନ୍ଦେହଜନକ ଭାବରେ ମୃତ୍ୟୁ ହୋଇଛି। ମୃତ ଟ୍ରେନରଙ୍କ ନାମ କୁଲଦୀପ ସିଂ। ତାଙ୍କ ବୟସ ୨୩। ମୃତକଙ୍କ ମାଆ କହିଛନ୍ତି ତାଙ୍କ ପୁଅ ଭୁଲରେ କୌଣସି ବିଷାକ୍ତ ପଦାର୍ଥ ଖାଇ ଦେଇଥିବାରୁ ମୃତ୍ୟୁ ଘଟିଛି।

ଶବ ବ୍ୟବଚ୍ଛେଦ ପରୀକ୍ଷା ପାଇଁ କୁଲଦୀପ ସିଂଙ୍କ ମୃତଶରୀରକୁ ପ୍ରଥମ ପର୍ଯ୍ୟାୟରେ ହସ୍ପିଟାଲରେ ରଖାଯାଇଛି। ଧାରା ୧୭୪ ଅନୁଯାୟୀ ତଦନ୍ତ ପ୍ରକ୍ରିୟା ଚାଲିଛି ବୋଲି ସବ-ଇନ୍ସପେକ୍ଟର ଜାଗିର ସିଂ କହିଛନ୍ତି। ପଞ୍ଜାବ ମୋହାଲି ଅଞ୍ଚଳର ସେକ୍ଟର ୬୮ରେ କୁଲଦୀପଙ୍କ ଘର। ସାଙ୍ଗରୁର ଜିଲ୍ଲାର ଧୁରୀ ନିବାସୀ ହେଉଛନ୍ତି କୁଲଦୀପ ସିଂ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos