ହାଫିଜ୍‌କୁ ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ବୁଧବାର ପାକିସ୍ତାନର ଏକ କୋର୍ଟ ଜମାତ୍‌-ଉଦ୍‌-ଦାୱା (ଜେୟୁଡି) ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌କୁ ଟେରର୍‌ ଫାଇନାନ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ କରିଛି। କୋର୍ଟ ହାଫିଜ୍‌କୁ ୫ ବର୍ଷର ଜେଲ୍‌ ଦଣ୍ଡ ଦେଇଛନ୍ତି। କୋର୍ଟ ମଙ୍ଗଳବାର ୨୬/୧୧ ମୁମ୍ବାଇ ଆକ୍ରମଣର ଏହି ମାଷ୍ଟର ମାଇଣ୍ଡକୁ ତା ନାମରେ ଥିବା ଏବଂ ଅନ୍ୟ ସହଯୋଗୀଙ୍କ ନାମରେ ଥିବା ୬ଟି ଟେରର୍‌ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାପରେ ଶୁଣାଣି ଆରମ୍ଭ କରିବା ସହ ରାୟ ପ୍ରଦାନ […]

Hafiz

Hafiz

Subrat Kumar Nayak
  • Published: Wednesday, 12 February 2020
  • Updated: 12 February 2020, 04:27 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ପାକିସ୍ତାନର ଏକ କୋର୍ଟ ଜମାତ୍‌-ଉଦ୍‌-ଦାୱା (ଜେୟୁଡି) ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌କୁ ଟେରର୍‌ ଫାଇନାନ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ କରିଛି। କୋର୍ଟ ହାଫିଜ୍‌କୁ ୫ ବର୍ଷର ଜେଲ୍‌ ଦଣ୍ଡ ଦେଇଛନ୍ତି।

କୋର୍ଟ ମଙ୍ଗଳବାର ୨୬/୧୧ ମୁମ୍ବାଇ ଆକ୍ରମଣର ଏହି ମାଷ୍ଟର ମାଇଣ୍ଡକୁ ତା ନାମରେ ଥିବା ଏବଂ ଅନ୍ୟ ସହଯୋଗୀଙ୍କ ନାମରେ ଥିବା ୬ଟି ଟେରର୍‌ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାପରେ ଶୁଣାଣି ଆରମ୍ଭ କରିବା ସହ ରାୟ ପ୍ରଦାନ କରିଛନ୍ତି।

ପାକିସ୍ତାନର ଆଣ୍ଟି ଟେରରିଜିମ୍‌ କୋର୍ଟ ବା ଏଟିସି ଲଗାତାର ଶୁଣାଣି ପରେ ଡିସେମ୍ବର ୧୧ତାରିଖର ଏକ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଟିଏଫ) ଏହି କୁଖ୍ୟାତ ଆତଙ୍କବାଦୀଙ୍କୁ ବାନ୍ଧିବା ପାଇଁ ପାକିସ୍ତାନ ସରକାର ଉପରେ ଚାପ ପକାଇଥିଲା। କାରଣ ପାକିସ୍ତାନରେ ଆତଙ୍କବାଦୀ ସକ୍ରିୟ ରହୁଥିବାରୁ ଦେଶରେ ଆର୍ଥିକ ସ୍ଥିତି ଖରାପ ହୋଇଯାଇଛି। ଆତଙ୍କବାଦ କାରଣରୁ ହିଁ ବିଭିନ୍ନ ଦେଶ ପାକିସ୍ତାନ ସହ ସମ୍ପର୍କ ଛିନ୍ନ କରୁଥିବାରୁ ପାକିସ୍ତାନର ବାଣିଜ୍ୟିକ ସ୍ଥିତି ଦୋହଲିଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story