ହର୍ଷବର୍ଦ୍ଧନ ଆମେରିକାରେ ଭାରତର ନୂଆ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ବରିଷ୍ଠ କୂଟନୀତିଜ୍ଞ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲଙ୍କୁ ଭାରତର ନୂଆ ଆମେରିକା ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ମିଳିଛି। ୧୯୮୪ ବ୍ୟାଚ୍‌ର ଏହି ଆଇଏଫ୍‌ଏସ୍‌ ଅଧିକାରୀ ଜଣଙ୍କ ବର୍ତ୍ତମାନ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ନଭତେଜ ସରନଙ୍କ ସ୍ଥାନ ନେବେ। ଆଜି ସନ୍ଧ୍ୟାରେ ହିଁ ହର୍ଷବର୍ଦ୍ଧନଙ୍କୁ ନୂଆ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ବର୍ତ୍ତମାନ ହର୍ଷବର୍ଦ୍ଧନ ବାଂଲାଦେଶରେ ଭାରତର ହାଇକମିଶନର୍ ଭାବେ କାର୍ଯ୍ୟ କରୁଛନ୍ତି। ହର୍ଷବର୍ଦ୍ଧନଙ୍କୁ ଏହି ନୂଆ […]

sa

sa

Hemant Lenka
  • Published: Thursday, 20 December 2018
  • Updated: 20 December 2018, 04:48 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ କୂଟନୀତିଜ୍ଞ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲଙ୍କୁ ଭାରତର ନୂଆ ଆମେରିକା ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ମିଳିଛି। ୧୯୮୪ ବ୍ୟାଚ୍‌ର ଏହି ଆଇଏଫ୍‌ଏସ୍‌ ଅଧିକାରୀ ଜଣଙ୍କ ବର୍ତ୍ତମାନ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଥିବା ନଭତେଜ ସରନଙ୍କ ସ୍ଥାନ ନେବେ। ଆଜି ସନ୍ଧ୍ୟାରେ ହିଁ ହର୍ଷବର୍ଦ୍ଧନଙ୍କୁ ନୂଆ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି।

ବର୍ତ୍ତମାନ ହର୍ଷବର୍ଦ୍ଧନ ବାଂଲାଦେଶରେ ଭାରତର ହାଇକମିଶନର୍ ଭାବେ କାର୍ଯ୍ୟ କରୁଛନ୍ତି। ହର୍ଷବର୍ଦ୍ଧନଙ୍କୁ ଏହି ନୂଆ ନିଯୁକ୍ତି ମିଳିବାରୁ ଏବେ ବାଂଲାଦେଶରେ ହାଇକମିଶନର୍ ଭାବେ ରବି ଗାଙ୍ଗୁଲି ଦାସ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story