ହାଥରସ ମାମଲାରେ ୧୦୦ କୋଟି ବିଦେଶୀ ଫଣ୍ଡିଂ ଅଭିଯୋଗର ସତ୍ୟତା ନାହିଁ

ନୂଆଦିଲ୍ଲୀ: ୟୁପି ହାଥରସ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି ଯେ ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମି ଏବଂ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ମଧ୍ୟରେ କୌଣସି ଲିଙ୍କ୍ ନାହିଁ। କେବଳ ଏତିକି ନୁହେଁ, ୟୁପିରେ ହୋଇଥିବା ଦଙ୍ଗା ଷଡ଼ଯନ୍ତ୍ର ପାଇଁ ବିଦେଶରୁ ୧୦୦ କୋଟି ଟଙ୍କା ଦାବି ନେଇ ୟୁପି ସରକାର ଯେଉଁ ଅଭିଯୋଗ କରିଥିଲା, ଏହାର ସତ୍ୟତା ନାହିଁ ବୋଲି ଇଡି ସ୍ପଷ୍ଟ କରିଛି। ଏହାପୂର୍ବରୁ, ହାଥରସର ୧୯ ବର୍ଷୀୟ ମୃତ୍ୟୁ ମାମଲାକୁ […]

HATRAS CASE

HATRAS CASE

Subhransu Sekhar
  • Published: Friday, 09 October 2020
  • Updated: 09 October 2020, 01:01 PM IST

Sports

Latest News

ନୂଆଦିଲ୍ଲୀ: ୟୁପି ହାଥରସ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ପଷ୍ଟ କରିଛି ଯେ ଚନ୍ଦ୍ରଶେଖର ଆଜାଦଙ୍କ ଭୀମ ଆର୍ମି ଏବଂ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ) ମଧ୍ୟରେ କୌଣସି ଲିଙ୍କ୍ ନାହିଁ। କେବଳ ଏତିକି ନୁହେଁ, ୟୁପିରେ ହୋଇଥିବା ଦଙ୍ଗା ଷଡ଼ଯନ୍ତ୍ର ପାଇଁ ବିଦେଶରୁ ୧୦୦ କୋଟି ଟଙ୍କା ଦାବି ନେଇ ୟୁପି ସରକାର ଯେଉଁ ଅଭିଯୋଗ କରିଥିଲା, ଏହାର ସତ୍ୟତା ନାହିଁ ବୋଲି ଇଡି ସ୍ପଷ୍ଟ କରିଛି।

ଏହାପୂର୍ବରୁ, ହାଥରସର ୧୯ ବର୍ଷୀୟ ମୃତ୍ୟୁ ମାମଲାକୁ ଜାତିଗତ ରଙ୍ଗ ଦେବାକୁ ଚେଷ୍ଟା କରାଯାଇଥିଲା। ୟୁପିରେ ୧୦୦ କୋଟି ବିଦେଶୀ ପାଣ୍ଠି ଦଙ୍ଗା କରିବାକୁ ଆସିଥିଲା, ସେଥିମଧ୍ୟରୁ ୫୦ କୋଟି ମରିସସରୁ ଆସିଥିଲା ବୋଲି ଦାବି ହୋଇଥିଲା।

ଉତ୍ତରପ୍ରଦେଶର ପୂର୍ବତନ ଡିଜିପି ବ୍ରିଜ ଲାଲ କହିଥିଲେ ଭୀମା ସେନା ଏବଂ ପିଏଫଆଇ ସଂଗଠନ ସହ ଏକାଠି ହୋଇ ହାଥରସ ଦୁଷ୍କର୍ମ ମାମଲାକୁ ଦଙ୍ଗାରେ ପରିଣତ କରିବା ପାଇଁ ଷଡ଼ଯନ୍ତ୍ର ହେଉଥିଲା ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story