ପାଣିରେ ବୁଡ଼ିଲା ମାୟା ନଗରୀ, ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ

ମୁମ୍ବାଇ: ମୁମ୍ବାଇରେ ପହଞ୍ଚିଛି ମୌସୁମୀ ବାୟୁ । ଫଳରେ ମୁମ୍ବାଇବାସୀ ଚଳିତ ବର୍ଷ ପ୍ରଥମ ମୌସୁମୀ ବର୍ଷାକୁ ଅନୁଭବ କରିଛନ୍ତି । ତେବେ ଲଗାତାର ବର୍ଷା ଫଳରେ ବିଭିନ୍ନ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳରେ ପାଣି ଜମିବା ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ଏହାସହ ମହାରାଷ୍ଟ୍ରର ୬ଟି ଉପକୂଳ ଜିଲ୍ଳାରେ ଆର୍ଲଟ ଜାରି କରାଯାଇଛି । ମୁମ୍ବାଇ ସମେତ ରତ୍ନଗିରୀ, ଥାଣେ, ରାୟଗଡ଼ ଏବଂ ପାଲଘର ଅଞ୍ଚଳରେ ଏପରି […]

mumbai-rain-660_082917060644_092017113010_060718041401

Rakesh Mallick
  • Published: Thursday, 07 June 2018
  • , Updated: 07 June 2018, 09:41 PM IST

ମୁମ୍ବାଇ: ମୁମ୍ବାଇରେ ପହଞ୍ଚିଛି ମୌସୁମୀ ବାୟୁ । ଫଳରେ ମୁମ୍ବାଇବାସୀ ଚଳିତ ବର୍ଷ ପ୍ରଥମ ମୌସୁମୀ ବର୍ଷାକୁ ଅନୁଭବ କରିଛନ୍ତି । ତେବେ ଲଗାତାର ବର୍ଷା ଫଳରେ ବିଭିନ୍ନ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳରେ ପାଣି ଜମିବା ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ଏହାସହ ମହାରାଷ୍ଟ୍ରର ୬ଟି ଉପକୂଳ ଜିଲ୍ଳାରେ ଆର୍ଲଟ ଜାରି କରାଯାଇଛି । ମୁମ୍ବାଇ ସମେତ ରତ୍ନଗିରୀ, ଥାଣେ, ରାୟଗଡ଼ ଏବଂ ପାଲଘର ଅଞ୍ଚଳରେ ଏପରି ପାଣିପାଗ ଆସନ୍ତା ୧୦ ତାରିଖ ଯାଏ ରହିବ ବୋଲି ସୂଚନା ମିଳିଛି । ମୁମ୍ବାଇରେ ଉପୁଜିଥିବା ପରିସ୍ଥିତିକୁ ନଜରରେ ରଖି ବିଏମ୍‌ସିର ସମସ୍ତ କର୍ମଚାରୀଙ୍କ ସାପ୍ତାହିକ ଛୁଟିକୁ ବାତିଲ କରାଯାଇଛି ।

Related story