ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ହାଇଡେଫିନିସନ କ୍ୟାମେରା ସ୍ଥାପନ କଲେ ନାସାର ବୈଜ୍ଞାନିକ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମହାକାଶ ଗବେଷଣା କ୍ଷେତ୍ରରେ ନାସା ବୈଜ୍ଞାନିକଙ୍କୁ ବଡ଼ ସଫଳତା। ଇଣ୍ଟରନ୍ୟାସନାଲ ସ୍ପେଷ୍ଟ ଷ୍ଟେସନ ବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଏକ ହାଇ ଡେଫିନିସନ କ୍ୟାମେରା ସ୍ଥାପନ କରିଛନ୍ତି ନାସାର ଦୁଇ ବୈଜ୍ଞାନିକ। ନାସାର ଦୁଇ ମହାକାଶ ବିଜ୍ଞାନୀ  RYANDI BRAINSIK ଏବଂ JOY AKABA ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ସଫଳତାର ସହ ସ୍ପେସଓ୍ୱାକ୍ କରିବା ସହିତ ପୂର୍ବରୁ ଥିବା ବ୍ଲୋନ୍ ଫ୍ୟୁଜକୁ ହଟାଇ ତା ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ହାଇଡେଫିନିସନ କ୍ୟାମେରା ବ୍ୟବସ୍ଥାକୁ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 10:43 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ମହାକାଶ ଗବେଷଣା କ୍ଷେତ୍ରରେ ନାସା ବୈଜ୍ଞାନିକଙ୍କୁ ବଡ଼ ସଫଳତା। ଇଣ୍ଟରନ୍ୟାସନାଲ ସ୍ପେଷ୍ଟ ଷ୍ଟେସନ ବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଏକ ହାଇ ଡେଫିନିସନ କ୍ୟାମେରା ସ୍ଥାପନ କରିଛନ୍ତି ନାସାର ଦୁଇ ବୈଜ୍ଞାନିକ। ନାସାର ଦୁଇ ମହାକାଶ ବିଜ୍ଞାନୀ  RYANDI BRAINSIK ଏବଂ JOY AKABA ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ସଫଳତାର ସହ ସ୍ପେସଓ୍ୱାକ୍ କରିବା ସହିତ ପୂର୍ବରୁ ଥିବା ବ୍ଲୋନ୍ ଫ୍ୟୁଜକୁ ହଟାଇ ତା ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ହାଇଡେଫିନିସନ କ୍ୟାମେରା ବ୍ୟବସ୍ଥାକୁ ସ୍ଥାପନ କରିଛନ୍ତି।  ନାସାର ଏହି ଦୁଇ ବୈଜ୍ଞନିକ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ୬ ଘଣ୍ଟା ୪୯ ମିନଟ ଧରି ସ୍ପେସ୍ ଓ୍ୱାକ୍ କରିଥିଲେ। ଏହି ସମୟ ମଧ୍ୟରେ ମହାକାଶ କେନ୍ଦ୍ରରେ ସେମାନେ ଏକାଧିକ କାର୍ଯ୍ୟ ସମାପ୍ତ କରିଥିବା ନାସା ପକ୍ଷରୁ ବ୍ଲଗପୋଷ୍ଟରେ ଦର୍ଶାଯାଇଛି।

Related story