ସ୍କୁଲ ଭିତରେ ନାବାଳିକାକୁ ୪ ସମ୍ପର୍କୀୟ ଭାଇ ଓ ଶିକ୍ଷକଙ୍କ ଗଣଦୁଷ୍କର୍ମ ଏବଂ ଭିଡିଓ ଶୁଟିଂ

ସୀତାପୁର: ଉତ୍ତର ପ୍ରଦେଶର ସୀତାପୁରରେ ଏକ ଭୟଙ୍କର ଘଟଣା ଘଟିଛି। ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୬ ବର୍ଷୀୟ ଝିଅକୁ ତା’ର ୪ ଜଣ ସମ୍ପର୍କୀୟ ପ୍ରଥମେ ନିଶା ଦେବା ପରେ ସ୍କୁଲ କ୍ୟାମ୍ପସରେ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଛାତ୍ରୀ ଜଣଙ୍କ ଭଲ ପାଠ ପଢ଼ୁଥିବାରୁ ଏଥିରେ ଇର୍ଷାନ୍ୱିତ ହୋଇ ୪ ଜଣ ଯାକ ଏଭଳି କରିଥିବା ଜଣାପଡ଼ିଛି। ଏହି ଗଣଦୁଷ୍କର୍ମ ଘଟଣାରେ ସ୍କୁଲର ଜଣେ ଶିକ୍ଷକ ମଧ୍ୟ ସାମିଲ ରହିଛନ୍ତି। ଖାଲି ସେତିକି ନୁହେଁ […]

yt

yt

Hemant Lenka
  • Published: Sunday, 30 June 2019
  • Updated: 30 June 2019, 05:36 PM IST

Sports

Latest News

ସୀତାପୁର: ଉତ୍ତର ପ୍ରଦେଶର ସୀତାପୁରରେ ଏକ ଭୟଙ୍କର ଘଟଣା ଘଟିଛି। ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ଜଣେ ୧୬ ବର୍ଷୀୟ ଝିଅକୁ ତା’ର ୪ ଜଣ ସମ୍ପର୍କୀୟ ପ୍ରଥମେ ନିଶା ଦେବା ପରେ ସ୍କୁଲ କ୍ୟାମ୍ପସରେ ବାରମ୍ବାର ଦୁଷ୍କର୍ମ କରିଛନ୍ତି।

ଛାତ୍ରୀ ଜଣଙ୍କ ଭଲ ପାଠ ପଢ଼ୁଥିବାରୁ ଏଥିରେ ଇର୍ଷାନ୍ୱିତ ହୋଇ ୪ ଜଣ ଯାକ ଏଭଳି କରିଥିବା ଜଣାପଡ଼ିଛି। ଏହି ଗଣଦୁଷ୍କର୍ମ ଘଟଣାରେ ସ୍କୁଲର ଜଣେ ଶିକ୍ଷକ ମଧ୍ୟ ସାମିଲ ରହିଛନ୍ତି। ଖାଲି ସେତିକି ନୁହେଁ ଦୁଷ୍କର୍ମ କରିବା ପରେ ପୂରା ଘଟଣାର ଭିଡିଓ ଶୁଟିଂ କରି ଏହାକୁ ହ୍ୱାଟସ୍‌ଆପ ମାଧ୍ୟମରେ ଝିଅଟିର ପରିବାର ଲୋକଙ୍କୁ ପଠାଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲି ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି। ଅନ୍ୟ ୪ ଜଣ ଫେରାର ହୋଇଯାଇଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ଝିଅଟିକୁ ନିଶା ଦେଇ ଅଚେତ କରିବା ପରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ୩ ଜଣ ସମ୍ପର୍କୀୟ ଓ ଶିକ୍ଷକ ଜଣଙ୍କ ଦୁଷ୍କର୍ମ କରିବା ବେଳେ ଜଣେ ଏହାକୁ ମୋବାଇଲ୍‌ରେ ଶୁଟିଂ କରିଥିଲା।

ଛାତ୍ରୀ ଜଣଙ୍କ ଚେତା ପାଇବା ପରେ ସେମାନେ ତାଙ୍କୁ ଖେଳ ପଡ଼ିଆରୁ ଷ୍ଟାଫ୍‌ ରୁମ୍‌କୁ ଆଣିଥିବା କହିଥିଲେ। ମାହୋଲି ଥାନା ଅଧୀନରେ ଥିବା ଏକ ସରକାରୀ ସ୍କୁଲରେ ଏଭଳି ଘଟଣା ଘଟିଛି। ଝିଅଟି ଭଲ ପାଠ ପଢ଼ୁଥିବାରୁ ସମ୍ପର୍କୀୟ ଭାଇମାନଙ୍କୁ ଏଥିପାଇଁ ସେମାନଙ୍କ ପରିବାର ଲୋକ ସର୍ବଦା ପାଟିତୁଣ୍ଡ କରୁଥିଲେ। ଏହାର ପ୍ରତିଶୋଧ ନେବାକୁ ସେମାନେ ଏପରି କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story