ଜୁନ୍ ୨୩ ସୁଦ୍ଧା ଦେଶରେ କେତେ ଜଣଙ୍କର କରୋନା ଟେଷ୍ଟ ହୋଇଛି?

ନୂଆଦିଲ୍ଲୀ: ଜୁନ୍ ୨୩ ତାରିଖ ସୁଦ୍ଧା ଦେଶରେ ୭୩.୫ ଲକ୍ଷ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୨୩ ତାରିଖରେ କେବଳ ୨.୧୫ ଲକ୍ଷ କରୋନା ନମୁନା ପରୀକ୍ଷା ହୋଇଛି। ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପାଖରୁ ୨୩ ତାରିଖରେ ସର୍ବାଧିକ କରୋନା ପରୀକ୍ଷା ହୋଇଥିବା ଆଇସିଏମଆର କହିଛି। ମୋଟ୍ ଉପରେ ୨୩ ତାରିଖ ସୁଦ୍ଧା ୭୩,୫୨,୯୧୧ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ମଙ୍ଗଳବାର ଦିନ କେବଳ ୨,୧୫,୧୯୫ଟି କରୋନା ପରୀକ୍ଷା ହୋଇଛି। ସେହିପରି […]

corona-3

corona-3

Subhransu Sekhar
  • Published: Wednesday, 24 June 2020
  • Updated: 24 June 2020, 05:00 PM IST

Sports

Latest News

ନୂଆଦିଲ୍ଲୀ: ଜୁନ୍ ୨୩ ତାରିଖ ସୁଦ୍ଧା ଦେଶରେ ୭୩.୫ ଲକ୍ଷ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୨୩ ତାରିଖରେ କେବଳ ୨.୧୫ ଲକ୍ଷ କରୋନା ନମୁନା ପରୀକ୍ଷା ହୋଇଛି। ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପାଖରୁ ୨୩ ତାରିଖରେ ସର୍ବାଧିକ କରୋନା ପରୀକ୍ଷା ହୋଇଥିବା ଆଇସିଏମଆର କହିଛି। ମୋଟ୍ ଉପରେ ୨୩ ତାରିଖ ସୁଦ୍ଧା ୭୩,୫୨,୯୧୧ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ ମଙ୍ଗଳବାର ଦିନ କେବଳ ୨,୧୫,୧୯୫ଟି କରୋନା ପରୀକ୍ଷା ହୋଇଛି।

ସେହିପରି ୨୩ ତାରିଖ ସୁଦ୍ଧା ଦେଶରେ ୧,୦୦୦ଟି କରୋନା ପରୀକ୍ଷା କେନ୍ଦ୍ର ସ୍ଥାପିତ ହୋଇଥିବା ସୂଚନା ରହିଛି। ଏଥିମଧ୍ୟରୁ ୭୩୦ଟି ସରକାରୀ କୋଭିଡ୍ ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ୨୭୦ଟି ଘରୋଇ ପରୀକ୍ଷା କେନ୍ଦ୍ର ରହିଛି। ଏବେ ଦିନକୁ ୩ ଲକ୍ଷ କରୋନା ନମୁନା ପରୀକ୍ଷା ହୋଇପାରିବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି। ଦେଶରେ ଏଯାବତ ୪୫୬୧୮୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୨୫,୮୬୮୫ ଜଣ ଆରୋଗ୍ୟ ହୋଇଛନ୍ତି। ୧୪,୪୭୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮୩୦୨୨ ଜଣ ଏବେ ଚିକିତ୍ସାଧୀନ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story