ଶାନ୍ତି ପାଇଁ ICAN କୁ ନୋବେଲ

ନୂଆଦିଲ୍ଲୀ: ଶାନ୍ତି ପାଇଁ International campaign to abolish nuclear weapons (ICAN)କୁ ୨୦୧୭ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଆଣବିକ ଅସ୍ତ୍ର ନିରସ୍ତ୍ରୀକରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ଦିଆଯାଇଛି। ନରୱେ ପାର୍ଲିଆମେଣ୍ଟ ଦ୍ୱାରା ନିଯୁକ୍ତ ୩୧୮ ସଦସ୍ୟ ICANକୁ ପୁରସ୍କାର ପାଇଁ ମନୋନିତ କରିଥିଲେ। ICAN ହେଉଛି ଏକ ବେସରକାରୀ ସଂସ୍ଥା। ବିଶ୍ୱର ୧୦୦ଟି ଦେଶକୁ ନେଇ ଏହି ସଂସ୍ଥା ଗଠନ କରାଯାଇଛି।

ican

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 03:27 PM IST

ନୂଆଦିଲ୍ଲୀ: ଶାନ୍ତି ପାଇଁ International campaign to abolish nuclear weapons (ICAN)କୁ ୨୦୧୭ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଆଣବିକ ଅସ୍ତ୍ର ନିରସ୍ତ୍ରୀକରଣରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ପୁରସ୍କାର ଦିଆଯାଇଛି।

ନରୱେ ପାର୍ଲିଆମେଣ୍ଟ ଦ୍ୱାରା ନିଯୁକ୍ତ ୩୧୮ ସଦସ୍ୟ ICANକୁ ପୁରସ୍କାର ପାଇଁ ମନୋନିତ କରିଥିଲେ।

ICAN ହେଉଛି ଏକ ବେସରକାରୀ ସଂସ୍ଥା। ବିଶ୍ୱର ୧୦୦ଟି ଦେଶକୁ ନେଇ ଏହି ସଂସ୍ଥା ଗଠନ କରାଯାଇଛି।

Related story