ଆଇଏଫଆର୍‌ର ବ୍ରାଣ୍ଡ୍ ଆମ୍ୱାସଡର ନୁହଁନ୍ତି ଅକ୍ଷୟ ଓ କଙ୍ଗନା : ପ୍ରତିରକ୍ଷା ମନ୍ତ୍ରୀ

ବିଶାଖାପାଟଣା: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ କଙ୍ଗନା ରାନାୱାତ୍ ଇଣ୍ଟରନ୍ୟାସନାଲ୍ ଫ୍ଲିଟ୍ ରିଭ୍ୟୁ (ଆଇଏଫ୍ଆର)ର ବ୍ରାଣ୍ଡ୍ ଆମ୍ୱାସଡର ନ ଥିବା  ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ରବିବାର ସ୍ପଷ୍ଟ କରିଛନ୍ତି। ଇଣ୍ଟରନ୍ୟାସନାଲ୍ ମେରିଟାଇମ୍ ସମ୍ମିଳନୀ ଅବସରରେ ପାରକର କହିଛନ୍ତି,ଏହି ଦୁଇ କଳାକାରଙ୍କ ସହିତ ଏନେଇ କୌଣସି ଆଲୋଚନା କରାଯାଇ ନାହିଁ। ଗତ ଶୁକ୍ରବାର ଆଇଏଫଆର ଉଦଘାଟନୀ ଉତ୍ସବକୁ ଏହି ଦୁଇ କାଳାକାରଙ୍କୁ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା। ତେବେ ଏହି ଦୁଇ କଳାକାରଙ୍କ ଉପସ୍ଥିତି ନେଇ […]

Parrikar

Rakesh Mallick
  • Published: Sunday, 07 February 2016
  • , Updated: 07 February 2016, 11:12 AM IST

ବିଶାଖାପାଟଣା: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ କଙ୍ଗନା ରାନାୱାତ୍ ଇଣ୍ଟରନ୍ୟାସନାଲ୍ ଫ୍ଲିଟ୍ ରିଭ୍ୟୁ (ଆଇଏଫ୍ଆର)ର ବ୍ରାଣ୍ଡ୍ ଆମ୍ୱାସଡର ନ ଥିବା  ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ରବିବାର ସ୍ପଷ୍ଟ କରିଛନ୍ତି। ଇଣ୍ଟରନ୍ୟାସନାଲ୍ ମେରିଟାଇମ୍ ସମ୍ମିଳନୀ ଅବସରରେ ପାରକର କହିଛନ୍ତି,ଏହି ଦୁଇ କଳାକାରଙ୍କ ସହିତ ଏନେଇ କୌଣସି ଆଲୋଚନା କରାଯାଇ ନାହିଁ। ଗତ ଶୁକ୍ରବାର ଆଇଏଫଆର ଉଦଘାଟନୀ ଉତ୍ସବକୁ ଏହି ଦୁଇ କାଳାକାରଙ୍କୁ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା।

ତେବେ ଏହି ଦୁଇ କଳାକାରଙ୍କ ଉପସ୍ଥିତି ନେଇ ଆଲୋଚନା ଜୋର ଧରିଥିଲା।

Related story