ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ସମ୍ଭାବ୍ୟ ବର୍ଷା ନେଇ ପାଣିପାଗ ଜାରି କଲା ରିପୋର୍ଟ ସେପ୍ଟେମ୍ୱର ୧୯ ଏବଂ ୨୦ରେ ବର୍ଷା ସମ୍ଭାବନା ଓଡ଼ିଶା ସମତେ କିଛି ରାଜ୍ୟରେ ବର୍ଷା ସମ୍ଭାବନା ସପ୍ତାହକ ମଧ୍ୟରେ ଦିଲ୍ଲୀରେ ବର୍ଷା ସମ୍ଭାବନା କମ୍ ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଜୋରଦାର ବ୍ୟାପୁଥିବା ବେଳେ ମୌସୁମୀ ଜିନିତ ବର୍ଷା ସାରା ଦେଶକୁ ବିଚଳିତ କରିପାରେ। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଭାରତର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଆଇଏମଡିର […]

rain-1-1

rain-1-1

Subhransu Sekhar
  • Published: Thursday, 17 September 2020
  • Updated: 17 September 2020, 02:43 PM IST

Sports

Latest News

  • ସମ୍ଭାବ୍ୟ ବର୍ଷା ନେଇ ପାଣିପାଗ ଜାରି କଲା ରିପୋର୍ଟ
  • ସେପ୍ଟେମ୍ୱର ୧୯ ଏବଂ ୨୦ରେ ବର୍ଷା ସମ୍ଭାବନା
  • ଓଡ଼ିଶା ସମତେ କିଛି ରାଜ୍ୟରେ ବର୍ଷା ସମ୍ଭାବନା
  • ସପ୍ତାହକ ମଧ୍ୟରେ ଦିଲ୍ଲୀରେ ବର୍ଷା ସମ୍ଭାବନା କମ୍

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଜୋରଦାର ବ୍ୟାପୁଥିବା ବେଳେ ମୌସୁମୀ ଜିନିତ ବର୍ଷା ସାରା ଦେଶକୁ ବିଚଳିତ କରିପାରେ। ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଭାରତର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଆଇଏମଡିର ଅଫିସିଆଲ ଓ୍ୱେବସାଇଟର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଏବଂ ମଧ୍ୟ ଭାରତର କିଛି ଅଂଶରେ ପ୍ରବଳ ବର୍ଷା ହେବ। ଦିଲ୍ଲୀ-ଏନସିଆର ବିଷୟରେ ପାଣିପାଗ ବିଭାଗ କହିଛି, ଆସନ୍ତା ୭ ଦିନ ମଧ୍ୟରେ ବର୍ଷା ହେବାର ସମ୍ଭାବନା ବହୁତ କମ୍ ରହିଛି।

ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୧୯ ଏବଂ ୨୦ ରେ ଓଡିଶା, କର୍ଣ୍ଣାଟକ, କେରଳ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର (ସେଣ୍ଟ୍ରାଲ୍), ମରାଠୱାଡା, କର୍ଣ୍ଣାଟକର ଉପକୂଳବର୍ତ୍ତୀ ଅଞ୍ଚଳରେ ଆସନ୍ତା ତିନି ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

କେନ୍ଦ୍ରୀୟ ଭାରତ ଅର୍ଥାତ୍ ମଧ୍ୟପ୍ରଦେଶ, ବିଦର୍ଭ, ବିହାର, ଝାଡଖଣ୍ଡ, ଗୁଜୁରାଟ, ଉତ୍ତରପ୍ରଦେଶ (ଦକ୍ଷିଣ ଏବଂ ପୂର୍ବ), ରାଜସ୍ଥାନ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ସିକ୍କିମ୍, ଛତିଶଗଡରେ ଆସନ୍ତା ତିନି ଦିନ ପାଇଁ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଏଠାରେ ବର୍ଷା ଅତ୍ୟଧିକ ହେବନି।

ରାଜଧାନୀ ଦିଲ୍ଲୀ ବିଷୟରେ କହିବାକୁ ଗଲେ ଆସନ୍ତା ସାତ ଦିନ ପାଇଁ ତାପମାତ୍ରା ୩୮ ଡିଗ୍ରୀ ପର୍ଯ୍ୟନ୍ତ ଯିବ, ଅର୍ଥାତ୍ ଗରମ ହେବ। ସମଗ୍ର ସପ୍ତାହରୁ ୧୮, ୧୯, ୨୨ ଏବଂ ୨୩ ରେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story