ଚାଇନା ସୀମାରେ ୨୦ ଯବାନ ସହିଦ

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାରେ ୨୦ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ତେବେ ସହିଦଙ୍କ ସଂଖ୍ୟା ବାବଦରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ସୂତ୍ରରୁ ଜଣାପଡ଼ିଛି ଗଲୱାନ ଉପତ୍ୟକାରେ ସୋମବାର ରାତିରେ ଦୁଇ ଦେଶର ସେନା ମଧ୍ୟରେ ହାତାହାତି ହୋଇଥିଲା। ପରେ ଏହା ଆହୁରି ତୀବ୍ର ହୋଇଥିବା କୁହାଯାଉଛି। ପୂର୍ବରୁ କୁହାଯାଇଥିଲା ଏଥିରେ ଭାରତର ୩ ଜଣ ଯବାନ ସହିଦ […]

sahid

sahid

Subrat Kumar Nayak
  • Published: Tuesday, 16 June 2020
  • Updated: 17 June 2020, 08:44 AM IST

Sports

Latest News

ନୂଆଦିଲ୍ଲୀ: ଭାରତ-ଚାଇନା ସୀମାରେ ୨୦ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଲଦାଖର ଲାଇନ ଅଫ ଆକଚୁଆଲ କଣ୍ଟ୍ରୋଲରେ ବର୍ତ୍ତମାନ ସ୍ଥିତି ତିକ୍ତ ଅବସ୍ଥାରେ ଅଛି। ତେବେ ସହିଦଙ୍କ ସଂଖ୍ୟା ବାବଦରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

ଏହି ସୂତ୍ରରୁ ଜଣାପଡ଼ିଛି ଗଲୱାନ ଉପତ୍ୟକାରେ ସୋମବାର ରାତିରେ ଦୁଇ ଦେଶର ସେନା ମଧ୍ୟରେ ହାତାହାତି ହୋଇଥିଲା। ପରେ ଏହା ଆହୁରି ତୀବ୍ର ହୋଇଥିବା କୁହାଯାଉଛି।

ପୂର୍ବରୁ କୁହାଯାଇଥିଲା ଏଥିରେ ଭାରତର ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଚାଇନାର ୫ ଜଣ ଯବାନ ନିହତ ହୋଇଥିଲେ। କିନ୍ତୁ ବର୍ତ୍ତମାନ ନୂଆ ତଥ୍ୟ ଆସିଛି। ଚାଇନା ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ମଧ୍ୟ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story