ଭାରତର ମାନବାଧିକାର, ଧାର୍ମିକ ସ୍ୱତନ୍ତ୍ରତାକୁ ଆମେରିକାର ସାର୍ଟିଫିକେଟ୍

ନୂଆଦିଲ୍ଲୀ: ଭାରତକୁ ସାର୍ଟିଫିକେଟ ଦେଲା ଆମେରିକା। ଭାରତ ଗୋଟିଏ ଜୀବନ୍ତ ଗଣତାନ୍ତ୍ରିକ ଦେଶ। ଭାରତରେ ମାନବାଧିକାର ଏବଂ ଧାର୍ମିକ ଉତ୍ପୀଡ଼ନା ହେଉଛି ବୋଲି ଅନ୍ୟ ଦେଶ ସହ ଭାରତକୁ ତୁଳନା କରିବା ଠିକ୍ ନୁହେଁ। ଭାରତରେ ଅନେକ ସଂସ୍ଥା ଓ ମାନବାଧିକାର ପ୍ରସଙ୍ଗରେ ଆଲୋଚନା କରି ସମାଧାନ କରିବା ପାଇଁ ଲୋକ ଓ ସଂସ୍ଥା ରହିଛି ବୋଲି ଆମେରିକା କହିଛି। ଦୁଇ ଜଣିଆ ମନ୍ତ୍ରୀୟ ସ୍ତରୀୟ ବୈଠକ ଶେଷ ହେବା ପରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ […]

america meeting

america meeting

Subhransu Sekhar
  • Published: Thursday, 19 December 2019
  • Updated: 20 December 2019, 10:19 AM IST

Sports

Latest News

ନୂଆଦିଲ୍ଲୀ: ଭାରତକୁ ସାର୍ଟିଫିକେଟ ଦେଲା ଆମେରିକା। ଭାରତ ଗୋଟିଏ ଜୀବନ୍ତ ଗଣତାନ୍ତ୍ରିକ ଦେଶ। ଭାରତରେ ମାନବାଧିକାର ଏବଂ ଧାର୍ମିକ ଉତ୍ପୀଡ଼ନା ହେଉଛି ବୋଲି ଅନ୍ୟ ଦେଶ ସହ ଭାରତକୁ ତୁଳନା କରିବା ଠିକ୍ ନୁହେଁ। ଭାରତରେ ଅନେକ ସଂସ୍ଥା ଓ ମାନବାଧିକାର ପ୍ରସଙ୍ଗରେ ଆଲୋଚନା କରି ସମାଧାନ କରିବା ପାଇଁ ଲୋକ ଓ ସଂସ୍ଥା ରହିଛି ବୋଲି ଆମେରିକା କହିଛି। ଦୁଇ ଜଣିଆ ମନ୍ତ୍ରୀୟ ସ୍ତରୀୟ ବୈଠକ ଶେଷ ହେବା ପରେ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯାଇ ଏଭଳି କହିଛନ୍ତି।

ସାରା ଦେଶରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ଜାରି ରହିଛି। ଏହି ପ୍ରସଙ୍ଗରେ ମତ ରଖିବାକୁ ଯାଇ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ ଏଭଳି କହିଛନ୍ତି।

ଭାରତ ଏମିତି ଏକ ଦେଶ ଯେଉଁଠି ଆଇନ ତିଆରି ହେବା ପୂର୍ବରୁ ମତଦାନ ହୁଏ। ଆଇନରେ ପରିଣତ ହେବା ପରେ ବି ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରି ହୁଏ। ଲୋକମାନଙ୍କ ମତ ମଧ୍ୟ ମିଡିଆରେ ପ୍ରକାଶ ପାଏ। ଆଇନକୁ ନେଇ ମିଡିଆରେ ବିତର୍କ ମଧ୍ୟ ହୁଏ। ତେଣୁ ଭାରତ ଗୋଟିଏ ଜୀବନ୍ତ ଲୋକତନ୍ତ୍ର ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି।

ସୂଚନାଯୋଗ୍ୟ, ଭାରତ ସରକାର ନାଗରିକତା ସଂଶୋଧନ ଆଇନ୍ ପାରିତ କରିଛନ୍ତି। ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନର ଜୈନ, ଇସାଈ, ପାର୍ସୀ, ବୌଦ୍ଧ, ହିନ୍ଦୁ, ଶିଖ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦିଆଯିବ ବୋଲି ସରକାର ଏହି ଆଇନରେ ବ୍ୟବସ୍ଥା କରିଛନ୍ତି। ହେଲେ ମୁସଲିମଙ୍କୁ ଏହି ଆଇନରୁ ବାଦ୍ ଦିଆଯାଇଥିବାରୁ ଭାରତ ସରକାର ଧର୍ମ ଆଧାରରେ ନାଗରିକତ୍ୱ ଦେଉଛନ୍ତି ବୋଲି ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story