କରୋନା: ରୁଷିଆକୁ ପଛରେ ପକାଇ ଭାରତ ୩ ନମ୍ୱର

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଛି। ଏବେ ସୁଦ୍ଧା ଦେଶର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ବିଶ୍ୱର ତୃତୀୟ ନମ୍ୱରରେ ପହଞ୍ଚିଛି। ରବିବାର ରୁଷିଆକୁ ପଛରେ ପକାଇ ଭାରତ ତିନି ନମ୍ୱର ହୋଇଛି। ଏବେ ବିଶ୍ୱରେ ସର୍ବାଧିକ ସଂଖ୍ୟକ ମାମଲା ଆମେରିକାରେ ରହିଛି। ବିଶ୍ୱର ଏହି ଶକ୍ତିଶାଳୀ ଦେଶରେ ୨୯ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆମେରିକା ପରେ ବ୍ରାଜିଲ, ଭାରତ ଏବଂ ରୁଷିଆ ରହିଛି। ବ୍ରାଜିଲରେ ୧.୫ […]

coronatreatment

coronatreatment

Subhransu Sekhar
  • Published: Sunday, 05 July 2020
  • Updated: 05 July 2020, 10:45 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ି ଚାଲିଛି। ଏବେ ସୁଦ୍ଧା ଦେଶର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇଲେ ବିଶ୍ୱର ତୃତୀୟ ନମ୍ୱରରେ ପହଞ୍ଚିଛି। ରବିବାର ରୁଷିଆକୁ ପଛରେ ପକାଇ ଭାରତ ତିନି ନମ୍ୱର ହୋଇଛି। ଏବେ ବିଶ୍ୱରେ ସର୍ବାଧିକ ସଂଖ୍ୟକ ମାମଲା ଆମେରିକାରେ ରହିଛି। ବିଶ୍ୱର ଏହି ଶକ୍ତିଶାଳୀ ଦେଶରେ ୨୯ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆମେରିକା ପରେ ବ୍ରାଜିଲ, ଭାରତ ଏବଂ ରୁଷିଆ ରହିଛି। ବ୍ରାଜିଲରେ ୧.୫ ମିଲିୟନରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି। ଭାରତ ଅପେକ୍ଷା ଆମେରିକାରେ ଚାରି ଗୁଣା ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବ୍ରାଜିଲର ଆକ୍ରାନ୍ତଙ୍କ ସଂଖ୍ୟା ଭାରତ ଅପେକ୍ଷା ପ୍ରାୟ ଦୁଇଗୁଣା ଅଧିକ ରହିଛି। ମୃତ୍ୟୁ କ୍ଷେତ୍ରରେ ମଧ୍ୟ ଆମେରିକା ଏବଂ ବ୍ରାଜିଲର ଅବସ୍ଥା ଅନ୍ୟ ଦେଶ ତୁଳନାରେ ଖରାପ ରହିଛି।

ଓ୍ୱାର୍ଲଡ ମିଟରର ରିପୋର୍ଟ ଅନୁଯାୟୀ, ରବିବାର ସଂଧ୍ୟା ପର୍ଯ୍ୟନ୍ତ ଭାରତରେ ୧୩ ହଜାର ମାମଲା ରୁଜୁ ହୋଇଥିଲା। ଏହାକୁ ମିଶାଇ ଦେଶରେ ମୋଟ ୬.୮୭ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରୁଷିଆରେ ୬.୮୧ ଲକ୍ଷ କରୋନା ଆକ୍ରାନ୍ତ ଏଯାବତ ରହିଛନ୍ତି। ସୋମବାର ରୁଷିଆରେ ପ୍ରାୟ ୬୭୦୦ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story