ଭାରତ-ପାକିସ୍ତାନ ସୀମାରେ ବିଏସ୍ଏଫ୍ ଯବାନ ମନାଇଲେ ଦୀପାବଳି

ଜମ୍ମୁ: ଦେଶର ସୁରକ୍ଷା ପାଇଁ ବୀର ଯବାନ ଦିନରାତି ସୀମାକୁ ଜଗି ରହିଛନ୍ତି। ଘର ପରିବାରଠାରୁ ଦୂରରେ ରହି ସବୁ ପର୍ବପର୍ବାଣୀରେ ସେମାନଙ୍କୁ ମନେ ପକାଇଥାନ୍ତି। ଏପରି ସ୍ଥିତିରେ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ଭାରତୀୟ ଯବାନ ଦିପାବଳୀ ଉତ୍ସବ ବନାଇଛନ୍ତି। ପଞ୍ଜାବ ସୀମାରେ ନିୟୋଜିତ ବିଏସ୍ଏଫ୍ ଯବାନ ଦୀପ ଓ ମହମବତୀ ଜଳିବା ସହ ବାଣ ଫୁଟା ବେଶ ଉତ୍ସାହର ସହ ଏହାକୁ ମନାଇଥିଲେ। ଏହି ସମୟରେ ଯବାନମାନେ ବହୁତ ଖୁସିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ମୋଦି […]

Rakesh Mallick
  • Published: Wednesday, 18 October 2017
  • , Updated: 18 October 2017, 11:43 AM IST

ଜମ୍ମୁ: ଦେଶର ସୁରକ୍ଷା ପାଇଁ ବୀର ଯବାନ ଦିନରାତି ସୀମାକୁ ଜଗି ରହିଛନ୍ତି। ଘର ପରିବାରଠାରୁ ଦୂରରେ ରହି ସବୁ ପର୍ବପର୍ବାଣୀରେ ସେମାନଙ୍କୁ ମନେ ପକାଇଥାନ୍ତି। ଏପରି ସ୍ଥିତିରେ ଭାରତ-ପାକିସ୍ତାନ ସୀମାରେ ନିୟୋଜିତ ଭାରତୀୟ ଯବାନ ଦିପାବଳୀ ଉତ୍ସବ ବନାଇଛନ୍ତି।

ପଞ୍ଜାବ ସୀମାରେ ନିୟୋଜିତ ବିଏସ୍ଏଫ୍ ଯବାନ ଦୀପ ଓ ମହମବତୀ ଜଳିବା ସହ ବାଣ ଫୁଟା ବେଶ ଉତ୍ସାହର ସହ ଏହାକୁ ମନାଇଥିଲେ। ଏହି ସମୟରେ ଯବାନମାନେ ବହୁତ ଖୁସିଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ମୋଦି ସରକାର ଭାରତୀୟ ସେନାର ମନୋବଳ ବୃଦ୍ଧି କରିବାକୁ ନୂଆ ପ୍ରୟାସ କରିଛନ୍ତି। ଭାରତ-ଚୀନ୍‌ ସୀମାନ୍ତରେ କେନ୍ଦ୍ର ସରକାର ଯବାନଙ୍କ ସହ ଦୀପାବଳି ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Related story