ଦିନକରେ ୮୮,୬୦୦ ଆକ୍ରାନ୍ତ, ୯୨ ହଜାର ସୁସ୍ଥ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମିବାର ନା ଧରୁନି। ପୁଣିଥରେ ଗୋଟିଏ ଦିନରେ ୮୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ପାଖରେ ପହଞ୍ଚି ଯାଇଛି। ସେହିପରି ଏହି ପ୍ରାଣଘାତୀ ଭାଇରସ ଯୋଗୁ ଆଜି ସୁଦ୍ଧା ପ୍ରାୟ ୯୫ ହଜାର ଲୋକଙ୍କ ଜୀବନ ଗଲାଣି। ତେବେ ଦିନକରେ ୯୨ ହଜାର ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

d

d

Hemant Lenka
  • Published: Sunday, 27 September 2020
  • Updated: 27 September 2020, 03:36 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କମିବାର ନା ଧରୁନି। ପୁଣିଥରେ ଗୋଟିଏ ଦିନରେ ୮୮ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ପାଖରେ ପହଞ୍ଚି ଯାଇଛି। ସେହିପରି ଏହି ପ୍ରାଣଘାତୀ ଭାଇରସ ଯୋଗୁ ଆଜି ସୁଦ୍ଧା ପ୍ରାୟ ୯୫ ହଜାର ଲୋକଙ୍କ ଜୀବନ ଗଲାଣି। ତେବେ ଦିନକରେ ୯୨ ହଜାର ଲୋକ କରୋନାରୁ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୮୮,୬୦୦ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୯,୯୨,୫୩୩କୁ ବୃଦ୍ଧି ପାଇଛି। ସେହିପରି କରୋନା ଗୋଟିଏ ଦିନରେ ୧୧୨୪ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୯୪,୫୦୩ ଛୁଇଁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୪ ଘଣ୍ଟାରେ ୯୨,୦୪୩ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହାର ଅର୍ଥରେ ଦେଶରେ ଏଯାଏ ୪୯,୪୧,୬୨୮ ଜଣ ଏହି ପ୍ରାଣଘାତୀ ଭାଇରସକୁ ହରାଇ ସାରିଲେଣି। ଏବେ ଦେଶରେ ଆକ୍ଟିଭ କେସ ସଂଖ୍ୟା ୯,୫୬,୪୦୨ ରହିଛି।

ଅନ୍ୟପକ୍ଷରେ ସେପ୍ଟେମ୍ବର ୨୬ ସୁଦ୍ଧା ଦେଶରେ ୭,୧୨,୫୭,୮୩୬ଟି ନମୁନା ପରୀକ୍ଷା ହେଲାଣି। କେବଳ ଗତକାଲି ୯,୮୭,୮୬୧ଟି ନମୁନା ପରୀକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story