ଦକ୍ଷିଣ ଆଫ୍ରିକା ଫେରନ୍ତା ୧୦ ବିଦେଶୀଙ୍କ ଫୋନ୍ ବନ୍ଦ

ବେଙ୍ଗାଲୁରୁ: କରୋନା ଭାଇରସର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ଏବେ ଭାରତରେ ଏଣ୍ଟ୍ରୀ କରିସାରିଛି। ଭାରତରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ଏକ ବଡ଼ ସାମ୍ନାକୁ ଆସିଛି। କର୍ଣ୍ଣାଟକର ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ଦେଶରୁ ଫେରିଥିବା ୧୦ ବିଦେଶୀ ନାଗରିକ ନିଖୋଜ ହୋଇଯାଇଛନ୍ତି। ବେଙ୍ଗାଲୁରୁ ମ୍ୟୁନିସିପାଲିଟି ଓ ସ୍ୱାସ୍ଥ୍ୟ ଅଧିକାରୀ ସେହି ୧୦ଜଣଙ୍କ ସହ କୌଣସି ପ୍ରକାରର ଯୋଗାଯୋଗ କରିପାରୁନାହାନ୍ତି। ବେଙ୍ଗାଲୁରୁରେ ଭାରତର ପ୍ରଥମ ଓମିକ୍ରନ […]

omicron

omicron

Ranjit Kumar Jena
  • Published: Friday, 03 December 2021
  • Updated: 03 December 2021, 04:57 PM IST

Sports

Latest News

ବେଙ୍ଗାଲୁରୁ: କରୋନା ଭାଇରସର ନୂଆ ଭାରିଏଣ୍ଟ 'ଓମିକ୍ରନ' ଏବେ ଭାରତରେ ଏଣ୍ଟ୍ରୀ କରିସାରିଛି। ଭାରତରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସବୁଠି ଭୟର ବାତାବରଣ ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ଏକ ବଡ଼ ସାମ୍ନାକୁ ଆସିଛି। କର୍ଣ୍ଣାଟକର ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ଦେଶରୁ ଫେରିଥିବା ୧୦ ବିଦେଶୀ ନାଗରିକ ନିଖୋଜ ହୋଇଯାଇଛନ୍ତି। ବେଙ୍ଗାଲୁରୁ ମ୍ୟୁନିସିପାଲିଟି ଓ ସ୍ୱାସ୍ଥ୍ୟ ଅଧିକାରୀ ସେହି ୧୦ଜଣଙ୍କ ସହ କୌଣସି ପ୍ରକାରର ଯୋଗାଯୋଗ କରିପାରୁନାହାନ୍ତି।

ବେଙ୍ଗାଲୁରୁରେ ଭାରତର ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ। ଏଭଳି ସ୍ଥିତିରେ ଏବେ ବିଦେଶୀ ନାଗରିକଙ୍କ ସହ ଯୋଗାଯୋଗ ନହେବା ପରେ ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ଦକ୍ଷିଣ ଆଫ୍ରିକାରୁ ଫେରିଥିବା ସମସ୍ତ ବିଦେଶୀ ନାଗରିକଙ୍କ ଟ୍ରାଭେଲ୍ ବିବରଣୀ ହସ୍ତଗତ ହୋଇଥିବା କୁହାଯାଉଛି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏ ସମସ୍ତଙ୍କର ଫୋନ୍ ଏବେ ସୁଇଚ୍ ଅଫ୍ ଆସୁଛି। ତେଣୁ ସେମାନଙ୍କୁ ଟ୍ରେସ୍ କରାଯାଇ ପାରୁନାହିଁ।

ଅନ୍ୟପକ୍ଷରେ ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନର କମିଶନର ଗୌରବ ଗୁପ୍ତା କହିଛନ୍ତି ଯେ ସମସ୍ତ ବିଦେଶୀ ନାଗରିକ ଦକ୍ଷିଣ ଆଫ୍ରିକା ଦେଶରୁ ଫେରିଛନ୍ତି। ଏମାନଙ୍କର ଫୋନ୍ ବନ୍ଦ ଆସୁଛି। ସ୍ୱାସ୍ଥ୍ୟ ବିଭାଗ ଏବେ ସେମାନଙ୍କ ସନ୍ଧାନରେ ଲାଗି ପଡ଼ିଛି।

ଓମିକ୍ରନ ଭାରିଏଣ୍ଟ ମିଳିବା ପରେ ଦକ୍ଷିଣ ଆଫ୍ରିକାରୁ ୫୭ ଜଣ ଯାତ୍ରୀ ବେଙ୍ଗାଲୁରୁ ଆସିଛନ୍ତି। ପ୍ରଶାସନ ଏଥିମଧ୍ୟରୁ ୧୦ ଜଣଙ୍କ ପତ୍ତା ଲଗାଇ ପାରୁନାହିଁ। ଏହି ଯାତ୍ରୀମାନେ ଏୟାରପୋର୍ଟରେ ଯେଉଁ ଠିକଣା ଦେଇଥିଲେ, ତାହା ମଧ୍ୟ ମେଳ ଖାଉନାହିଁ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ୨୯ ଦେଶରେ ଓମିକ୍ରନ ଭାରିଏଣ୍ଟ ପ୍ରବେଶ କରିସାରିଛି। 'ହୁ' ମଧ୍ୟ ଏହାକୁ ଭାରିଏଣ୍ଟ ଅଫ୍ କନସର୍ଣ୍ଣ କ୍ୟାଟେଗୋରୀରେ ରଖିଛି। ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଏହି ଭାରିଏଣ୍ଟରୁ ସଂକ୍ରମିତ ରୋଗୀଙ୍କ ଚିହ୍ନଟ ହୋଇଥିଲା। ଭାରତରେ ମଧ୍ୟ ଏହା ପ୍ରବେଶ କରିସାରିଛି। ଗୁରୁବାର ବେଙ୍ଗାଲୁରୁରେ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ମାମଲା ସାମ୍ନାକୁ ଆସିଥିଲା। ଦୁଇ ରୋଗୀଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ବୋଲି ଜଣାପଡ଼ିଛି। ତେବେ ଆଶ୍ୱସ୍ତିକର କତା ହେଉଛି ଦୁହିଁଙ୍କ ଭିତରେ କରୋନାର ହାଲୁକା ଲକ୍ଷଣ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story