ଡବଲ ଡୋଜ୍‌ ନେଇ ମଧ୍ୟ ୨୭ ମେଡିକାଲ ଶିକ୍ଷାର୍ଥୀ କରୋନାରେ ଆକ୍ରାନ୍ତ

ମୁମ୍ବାଇ: ମହାମାରୀ କରୋନା ପୁଣିଥରେ ଡରାଇବା ଆରମ୍ଭ କରିଛି। ଟିକାର ଡବଲ ଡୋଜ୍‌ ନେବା ପରେ ମଧ୍ୟ ଏକାଥରେ ୨୭ ଜଣ ମେଡିକାଲ ପାଠପଢ଼ୁଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ମୁମ୍ବାଇରେ ଥିବା କିଙ୍ଗ ଏଡୱାର୍ଡ ମେମୋରିଆ ହସ୍ପିଟାଲର ମୋଟ ୨୯ ଜଣ ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ମଧ୍ୟରୁ ୨୭ ଜଣ ଛାତ୍ରଛାତ୍ରୀ ଟିକାର ଡବଲ ଡୋଜ୍‌ ନେଇ ସାରିଥିଲେ। ସେହପରି ଆକ୍ରାନ୍ତ ହୋଇଥିବା ୨୯ ଜଣଙ୍କ […]

Corona

Corona

Hemant Lenka
  • Published: Thursday, 30 September 2021
  • Updated: 30 September 2021, 03:25 PM IST

ମୁମ୍ବାଇ: ମହାମାରୀ କରୋନା ପୁଣିଥରେ ଡରାଇବା ଆରମ୍ଭ କରିଛି। ଟିକାର ଡବଲ ଡୋଜ୍‌ ନେବା ପରେ ମଧ୍ୟ ଏକାଥରେ ୨୭ ଜଣ ମେଡିକାଲ ପାଠପଢ଼ୁଥିବା ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ମୁମ୍ବାଇରେ ଥିବା କିଙ୍ଗ ଏଡୱାର୍ଡ ମେମୋରିଆ ହସ୍ପିଟାଲର ମୋଟ ୨୯ ଜଣ ଶିକ୍ଷାର୍ଥୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।

ଏହା ମଧ୍ୟରୁ ୨୭ ଜଣ ଛାତ୍ରଛାତ୍ରୀ ଟିକାର ଡବଲ ଡୋଜ୍‌ ନେଇ ସାରିଥିଲେ। ସେହପରି ଆକ୍ରାନ୍ତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ୨୩ ଜଣ ଏମବିବିଏସ୍‌ର ଦ୍ୱିତୀୟ ବର୍ଷର ଓ ୬ ଜଣ ପ୍ରଥମ ବର୍ଷରେ ପାଠପଢ଼ୁଛନ୍ତି।

୨୯ ଶିକ୍ଷାର୍ଥୀଙ୍କ ମଧ୍ୟରୁ ୨ ଜଣଙ୍କ ଶରୀରରେ କରୋନା ଲକ୍ଷଣ ଠାବ ହୋଇଛି। ଏଥିପାଇଁ ସେମାନଙ୍କୁ ସେଭନ ହିଲ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ସେଣ୍ଟର୍‌ରେ ରହିଛନ୍ତି। ହସ୍ପିଟାଲର ଡିନ ଡା ହେମନ୍ତ ଦେଶମୁଖ କହିଛନ୍ତି, ମେଡିକାଲ କଲେଜରେ ମୋଟ ୧୧ଶହ ଶିକ୍ଷାର୍ଥୀ ଏମବିବିଏସ୍ କରୁଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୨୯ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସବୁ କିଛି ନିୟୟନ୍ତ୍ରଣରେ ମଧ୍ୟରେ ଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ବିଭିନ୍ନ ରାଜ୍ୟରେ ସଂକ୍ରମଣ ହ୍ରାସ ପାଉଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଉଛି। କିନ୍ତୁ ଅନେକ ଶିକ୍ଷାନୁଷ୍ଠାନ ଖୋଲିବା ପରେ ସଂକ୍ରମଣ ବ୍ୟାପୁଥିବା ଖବର ସାମ୍ନାକୁ ଆସୁଛି। ଚଳିତ ସପ୍ତାହରେ ବେଙ୍ଗାଲୁରୁରେ ଥିବା ଗୋଟିଏ ଆବାସିକ ସ୍କୁଲରେ ୬୦ ଜଣ ପିଲାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏଥିପାଇଁ ସ୍କୁଲକୁ ପ୍ରଶାସନ ପକ୍ଷରୁ ଅକ୍ଟୋବର ୨୦ ଯାଏ ବନ୍ଦ ଘୋଷଣା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story