ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା: ୧୫ ମୃତ, ଅନେକ ନିଖୋଜ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ହୋଇଛି ବାଦଲ ଫଟା ବର୍ଷା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ ଅଛନ୍ତି। କିଛି ତୀର୍ଥଯାତ୍ରୀ ଶିବିର ଭାସିଯାଇଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଫ, ଭାରତୀୟ ସେନା, ଏସ୍‌ଡିଆର୍‌ଏଫ୍‌ ଓ ପୁଲିସ୍‌ ଫୋର୍ସ ନିୟୋଜିତ ଅଛନ୍ତି। ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ଏଠାରେ ବାଦଲ ଫାଟିଥିଲା। ଫଳରେ ପ୍ରବଳ ବର୍ଷା […]

Amarnath

Amarnath

Jitendra Garnayak
  • Published: Friday, 08 July 2022
  • Updated: 09 July 2022, 07:12 AM IST

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଶୁକ୍ରବାର ହୋଇଛି ବାଦଲ ଫଟା ବର୍ଷା। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ ଜଣ ନିଖୋଜ ଅଛନ୍ତି। କିଛି ତୀର୍ଥଯାତ୍ରୀ ଶିବିର ଭାସିଯାଇଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଫ, ଭାରତୀୟ ସେନା, ଏସ୍‌ଡିଆର୍‌ଏଫ୍‌ ଓ ପୁଲିସ୍‌ ଫୋର୍ସ ନିୟୋଜିତ ଅଛନ୍ତି।

ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ଏଠାରେ ବାଦଲ ଫାଟିଥିଲା। ଫଳରେ ପ୍ରବଳ ବର୍ଷା ହୋଇଥିଲା। ଗୁମ୍ଫା ନିକଟରୁ ପାହାଡ଼ ଉପରୁ ପ୍ରବଳ ବେଗରେ ପାଣି ଆସିଥିଲା। ବର୍ଷା ପାଣି ସ୍ରୋତରେ ଅନେକ ତୀର୍ଥଯାତ୍ରୀଙ୍କ ଶିବିର ନଷ୍ଟ ହୋଇଛି। ଏନ୍‌ଡିଆର୍‌ଏଫ୍‌ ଅଫିସ୍‌ରୁ ମିଳିଥିବା ସୂଚନା ଅନୁସାରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଆହତମାନଙ୍କୁ ଏୟାର ଲିପ୍ଟିଂ କରାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସ୍ଥିତି ଆୟତ୍ତରେ ରହିଛି।

୪୩ ଦିନିଆ ବାର୍ଷିକ ଅମରନାଥ ଯାତ୍ରା ଚଳିତ ବର୍ଷ ଜୁନ୍ ୩୦ ତାରିଖରୁ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ଶ୍ରଦ୍ଧାଳୁ ଅନରନାଥ ଗୁମ୍ପାରେ ପ୍ରାର୍ଥନା କରି ସାରିଛନ୍ତି। ସୂଚନାଯୋଗ୍ୟ, ଖରାପ ପାଗ ଯୋଗୁ ଗତ ମଙ୍ଗଳବାର ଅମରନାଥ ଯାତ୍ରାକୁ ବନ୍ଦ ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story