ମାଛ ପ୍ରୋସେସିଂ ୟୁନିଟରେ ଅଘଟଣ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ୫ ଜୀବନ

ମାଙ୍ଗାଲୋରୁ: ମାଛ ପ୍ରୋସେସିଂ ୟୁନିଟରେ ଅଘଟଣ। ମାଙ୍ଗାଲୋରୁରେ ଏକ ମାଛ ପ୍ରୋସେସିଂ ୟୁନିଟରେ ଫସି ଅଣନିଃଶ୍ୱାସୀ ହୋଇ ଆଜି ସକାଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ମାଙ୍ଗାଲୋରୁର ସ୍ୱତନ୍ତ୍ର ଅଥନୈତିକ ଜୋନ୍‌ ଅଧୀନ ଶ୍ରୀ ଉଲକା ଏଲଏଲପି ମାଛ ପ୍ରୋସେସିଂ ୟୁନିଟରେ ଏହି ଅଭାବନୀୟ ଘଟଣା ଘଟିଛି।  ଏ ସମ୍ପର୍କରେ ମାଙ୍ଗାଲୋରୁ ପୁଲିସ କମିଶନର ଏନ୍‌ ଶସି କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଜଣେ ଶ୍ରମିକ ବର୍ଯ୍ୟବସ୍ତୁ ସଂଗ୍ରହକାରୀ […]

fish

fish

Tapas Behera
  • Published: Monday, 18 April 2022
  • Updated: 18 April 2022, 03:20 PM IST

Sports

Latest News

ମାଙ୍ଗାଲୋରୁ: ମାଛ ପ୍ରୋସେସିଂ ୟୁନିଟରେ ଅଘଟଣ। ମାଙ୍ଗାଲୋରୁରେ ଏକ ମାଛ ପ୍ରୋସେସିଂ ୟୁନିଟରେ ଫସି ଅଣନିଃଶ୍ୱାସୀ ହୋଇ ଆଜି ସକାଳେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ମାଙ୍ଗାଲୋରୁର ସ୍ୱତନ୍ତ୍ର ଅଥନୈତିକ ଜୋନ୍‌ ଅଧୀନ ଶ୍ରୀ ଉଲକା ଏଲଏଲପି ମାଛ ପ୍ରୋସେସିଂ ୟୁନିଟରେ ଏହି ଅଭାବନୀୟ ଘଟଣା ଘଟିଛି।  ଏ ସମ୍ପର୍କରେ ମାଙ୍ଗାଲୋରୁ ପୁଲିସ କମିଶନର ଏନ୍‌ ଶସି କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଜଣେ ଶ୍ରମିକ ବର୍ଯ୍ୟବସ୍ତୁ ସଂଗ୍ରହକାରୀ ଟ୍ୟାଙ୍କ ଭିତରୁ ଖସି ପଡ଼ିଥିଲା।

ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟମାନେ ମଧ୍ୟ ସେହି ଟ୍ୟାଙ୍କରେ ଫସିଯାଇଥିଲେ। ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ସେମାନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଏଜେ ହସପିଟାଲରା ଭର୍ତ୍ତି କରାଯାଇଥିଲା।

ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ୨୦ରୁ  ୨୨ ବର୍ଷ ମଧ୍ୟରେ ହେବ। ଏହି ଘଟଣାରେ ପୁଲିସ ଉକ୍ତ ୟୁନିଟିର ପରିଚାଳକଙ୍କ ବିରୋଧରେ  ୩୦୪ ଦଫାରେ ମାମଲା ରୁଜୁ କରିଛି।ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story