ସ୍ୱାମୀଙ୍କ ବାନ୍ଧବୀଙ୍କୁ ଦୁଷ୍କର୍ମ କରିବାକୁ ଗୁଣ୍ଡା ଲଗାଇଥିଲେ ସ୍ତ୍ରୀ

ହାଇଦ୍ରାବାଦ: ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବାନ୍ଧବୀଙ୍କ ବିରୋଧରେ ରଚିଥିଲେ ଅତ୍ୟନ୍ତ ହୀନ ଷଡ଼ଯନ୍ତ୍ର। ତାଙ୍କୁ ଦୁଷ୍କର୍ମ କରିବାକୁ ୫ ଜଣ ଗୁଣ୍ଡାଙ୍କୁ ଦେଇଥିଲେ ଟଙ୍କା। କାରଣ ସେ ସନ୍ଦେହ କରୁଥିଲେ ଯେ ତାଙ୍କ ସ୍ୱାମୀଙ୍କ ସହିତ ସେହି ଯୁବତୀଙ୍କର ଥିଲା ପ୍ରେମ ସମ୍ପର୍କ। ଘଟଣାଟି ଘଟିଛି ତେଲେଙ୍ଗାନାର ଗଚିବୌଲୀରେ। ଏହି ମାମଲାରେ ଗଚିବୌଲୀ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଷଡ଼ଯନ୍ତ୍ର ରଚିଥିବା ମହିଳା ଜଣଙ୍କ ମଧ୍ୟ ଅଛନ୍ତି। ସମସ୍ତଙ୍କୁ ବିଚାର ବିଭାଗୀୟ […]

Pic

Pic

Jitendra Garnayak
  • Published: Monday, 30 May 2022
  • Updated: 30 May 2022, 01:47 PM IST

Sports

Latest News

ହାଇଦ୍ରାବାଦ: ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବାନ୍ଧବୀଙ୍କ ବିରୋଧରେ ରଚିଥିଲେ ଅତ୍ୟନ୍ତ ହୀନ ଷଡ଼ଯନ୍ତ୍ର। ତାଙ୍କୁ ଦୁଷ୍କର୍ମ କରିବାକୁ ୫ ଜଣ ଗୁଣ୍ଡାଙ୍କୁ ଦେଇଥିଲେ ଟଙ୍କା। କାରଣ ସେ ସନ୍ଦେହ କରୁଥିଲେ ଯେ ତାଙ୍କ ସ୍ୱାମୀଙ୍କ ସହିତ ସେହି ଯୁବତୀଙ୍କର ଥିଲା ପ୍ରେମ ସମ୍ପର୍କ। ଘଟଣାଟି ଘଟିଛି ତେଲେଙ୍ଗାନାର ଗଚିବୌଲୀରେ। ଏହି ମାମଲାରେ ଗଚିବୌଲୀ ପୁଲିସ୍ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଷଡ଼ଯନ୍ତ୍ର ରଚିଥିବା ମହିଳା ଜଣଙ୍କ ମଧ୍ୟ ଅଛନ୍ତି। ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯେଉଁ ମହିଳା ଏହି ଷଡ଼ଯନ୍ତ୍ର ରଚିଥିଲେ ତାଙ୍କ ସ୍ୱାମୀ ଆଇଏଏସ୍ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ସେ ପ୍ରସ୍ତୁତି କରୁଛନ୍ତି। ଯେଉଁ ଯୁବତୀ ଜଣଙ୍କ ଦୁଷ୍କର୍ମର ଶିକାର ହୋଇଛନ୍ତି, ସେ ମଧ୍ୟ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଚଲାଇଛନ୍ତି। ଉଭୟଙ୍କର ଦେଖାସାକ୍ଷାତ ଏକ କୋଚିଂ ଇନ୍‌ଷ୍ଟିଚ୍ୟୁଟରେ ହୋଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଯୁବତୀ ଜଣଙ୍କ ତାଙ୍କ ଘରକୁ ମଧ୍ୟ ବୁଲିବାକୁ ଆସୁଥିଲେ। ଏପରିକି ଉକ୍ତ ଯୁବତୀ ଜଣଙ୍କ ଆସି ତାଙ୍କ ଘରେ କିଛି ମାସ ରହିଥିଲେ। ୨୦୨୧ ଅକ୍ଟୋବରରୁ ୨୦୨୨ ଫେବ୍ରୁଆରୀ ପର୍ଯ୍ୟନ୍ତ ପୀଡ଼ିତା ଉକ୍ତ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କ ସହିତ ରହିଥିଲେ।

ପ୍ରଥମେ ପ୍ରଥମେ ସବୁ କିଛି ଠିକ୍ ଥିଲା। କିନ୍ତୁ ଧୀରେ ଧୀରେ ପୀଡ଼ିତାଙ୍କ ଉପରେ ଅଭିଯୁକ୍ତ ମହିଳାଙ୍କ ସନ୍ଦେହ ହେଲା। ଉକ୍ତ ଯୁବତୀ ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଆଫେୟାର ଚାଲିଥିବା ସେ ସନ୍ଦେହ କରିଥିଲେ। ଏହାକୁ ନେଇ ତାଙ୍କ ଘରେ ଅନେକ ଥର ଝଗଡ଼ା ହୋଇଥିଲା। ଏହା ପରେ ପୀଡ଼ିତା ଉକ୍ତ ଘର ଛାଡ଼ି ଦେଇଥିଲେ। କିନ୍ତୁ କଥା ଏଇଠି ସରି ନଥିଲା।

ମେ’ ୨୬ରେ ଅଭିଯୁକ୍ତ ମହିଳା ପୀଡ଼ିତାଙ୍କୁ ତାଙ୍କ ଘରକୁ ଡାକି ଥିଲେ। ସେମାନଙ୍କ ମଧ୍ୟରେ ଥିବା ମତାନ୍ତର ଦୂର କରିବା ପାଇଁ ସେ ପୀଡ଼ିତାଙ୍କୁ ଡାକିଥିଲେ। ପୀଡ଼ତା ତାଙ୍କ ବାପାମା’ଙ୍କ ସହିତ ଆସିଥିଲେ। ହେଲେ ଅଭିଯୁକ୍ତ ମହିଳା ପୀଡ଼ିତାଙ୍କ ବାପାମା’ଙ୍କୁ ତାଙ୍କ ଘର ଭିତରକୁ ପ୍ରବେଶ ଅନୁମତି ଦେଇ ନଥିଲେ। ସେ ପୀଡ଼ିତାଙ୍କ ସହିତ ଗୋପନରେ କଥାବାର୍ତ୍ତା ହେବା ପାଇଁ କହିଥିଲେ। ତେଣୁ ପୀଡ଼ିତାଙ୍କ ବାପାମା’ ଘର ବାହାରେ ରହିଥିଲେ।

ଅଭିଯୁକ୍ତ ମହିଳାଙ୍କ ଘର ଭିତରେ ପ୍ରବେଶ କରିବା ପରେ ପୀଡ଼ିତା ଜାଣିବାକୁ ପାଇଲେ ଯେ ସେଠାରେ ୫ ଜଣ ବ୍ୟକ୍ତି ଅଛନ୍ତି। ସେ ଆଉ କିଛି ଭାବିବା ପୂର୍ବରୁ ସେମାନେ ତାଙ୍କୁ ତଳେ ପକାଇ ମାଡ଼ି ବସିଥିଲେ। ପ୍ରଥମେ ସେମାନେ ଏକ କପଡ଼ାରେ ପୀଡ଼ିତାଙ୍କ ପାଟିକୁ ବାନ୍ଧି ଦେଇଥିଲେ। ଚାରି ଜଣ ଗୁଣ୍ଡା ତାଙ୍କୁ ତଳେ ପକାଇ ଧରିଥିବା ବେଳେ ଅନ୍ୟ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ଯେତେବେଳେ କୌଣସି ମତେ ସେ ଚିତ୍କାର କରିବାକୁ ସମର୍ଥ ହୋଇଥିଲେ ସେତେବେଳେ ତାଙ୍କ ବାପମା’ ଅନ୍ୟମାନଙ୍କ ସହାୟତାରେ ଘର ଭିତରେ ପଶିଥିଲେ। ତେବେ ସେତେବେଳକୁ ଉକ୍ତ ଗୁଣ୍ଡାମାନେ ଫେରାର ହୋଇଯାଇଥିଲେ।

ପୁଲିସ୍ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ପଚରାଉଚରା କରିବା ବେଳେ ସେ ସମସ୍ତ କଥା କହିଥିଲେ ଓ ଦୋଷ ସ୍ୱୀକାର କରିଥିଲେ। ପରେ ପୁଲିସ୍ ଚଢ଼ାଉ କରି ୫ ଗୁଣ୍ଡାଙ୍କୁ ଧରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story