କର୍ମଚାରୀଙ୍କୁ ଛଟେଇ ପରେ ହରଡ଼ଘଣାରେ ଆମାଜନ୍, ନୋଟିସ୍‌ ଜାରି

ନୂଆଦିଲ୍ଲୀ: ପାଖାପାଖି ୧୦ ହଜାର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରି ଅଡୁଆ ଇ-କମର୍ସ କମ୍ପାନୀ ଆମାଜନ। କର୍ମଚାରୀ ସଂଗଠନ ତରଫରୁ ଅଭିଯୋଗ ପରେ ଶ୍ରମ ମନ୍ତ୍ରାଳୟ କମ୍ପାନୀକୁ ଏବେ ନୋଟିସ ଜାରି କରିଛି। ବେଙ୍ଗାଳୁରୁରେ ଡେପୁଟି ଲେବର କମିଶନର୍‌ଙ୍କ ନିକଟରେ ହଜାର ହେବାକୁ ମନ୍ତ୍ରାଳୟ କହିଛି। ସୂଚନା ମୁତାବକ ଏହି ଆମେରିକୀୟ ଇ-କମର୍ସ କମ୍ପାନୀ କିଛିଦିନ ତଳେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ଏଭଳି ଛଟେଇ ପରେ ଟେକ୍ନିକାଲ କର୍ମଚାରୀ ସଂଗଠନ ୟୁନିୟନ ନେସେଣ୍ଟ ଇନଫରମେସନ […]

Amazon

Amazon

Madhupriya Mistry
  • Published: Wednesday, 23 November 2022
  • Updated: 23 November 2022, 03:09 PM IST

Sports

Latest News

ନୂଆଦିଲ୍ଲୀ: ପାଖାପାଖି ୧୦ ହଜାର କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛଟେଇ କରି ଅଡୁଆ ଇ-କମର୍ସ କମ୍ପାନୀ ଆମାଜନ। କର୍ମଚାରୀ ସଂଗଠନ ତରଫରୁ ଅଭିଯୋଗ ପରେ ଶ୍ରମ ମନ୍ତ୍ରାଳୟ କମ୍ପାନୀକୁ ଏବେ ନୋଟିସ ଜାରି କରିଛି। ବେଙ୍ଗାଳୁରୁରେ ଡେପୁଟି ଲେବର କମିଶନର୍‌ଙ୍କ ନିକଟରେ ହଜାର ହେବାକୁ ମନ୍ତ୍ରାଳୟ କହିଛି।

ସୂଚନା ମୁତାବକ ଏହି ଆମେରିକୀୟ ଇ-କମର୍ସ କମ୍ପାନୀ କିଛିଦିନ ତଳେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିଥିଲା। ଏଭଳି ଛଟେଇ ପରେ ଟେକ୍ନିକାଲ କର୍ମଚାରୀ ସଂଗଠନ ୟୁନିୟନ ନେସେଣ୍ଟ ଇନଫରମେସନ ଟେକ୍ନୋଲୋଜୀ ଏମ୍ପେ୍ଲାଇଜ ସିନେଟ ତରଫରୁ ଶ୍ରମ ଆଇନର ଉଲ୍ଲଙ୍ଘନ କରାଯାଇଥିବା ନେଇ ମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଥିଲା।

ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଏନ୍‌ଆଇଟିଇଏସ୍ ଏକ ଚିଠି ଲେଖି କହିଛି, ଆମାଜନ ନିଜ କର୍ମଚାରୀଙ୍କୁ ଜୋର ଜବରଦସ୍ତି ଛଟେଇ କରୁଛି। ତେଣୁ ଏହାର ତଦନ୍ତ କରାଯାଉ । ଆମାଜନ ଇଣ୍ଡିଆ ଦ୍ୱାରା ବେଆଇନ ଭାବେ ଜାରି କରାଯାଇଥିବା ସ୍ୱେଚ୍ଛାକୃତ ଅବସର ନୀତିକୁ ସରକାର ତୁରନ୍ତ ବାତିଲ କରିବାକୁ ଦାବି ହୋଇଛି ।

ଏହାପରେ ଶ୍ରମ ମନ୍ତ୍ରାଳୟ ଆମାଜନ ଇଣ୍ଡିଆକୁ ଏକ ବିଜ୍ଞପ୍ତି ଜାରି କରିଛି। ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଆମାଜନକୁ ପଠାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଅମାଜନର ଅଧିକାରୀ କିମ୍ବା କୌଣସି ଅଧିକୃତ ପ୍ରତିନିଧି ନିର୍ଦ୍ଧାରିତ ସମୟରେ ଦସ୍ତାବିଜ ସହ ଉପସ୍ଥିତ ହେବେ।

ଅମାଜନ ପକ୍ଷରୁ ପ୍ରଥମେ ୧୦ ହଜାର କର୍ମଚାରୀଙ୍କ ଛଟେଇ କରିବା ନେଇ ଘୋଷଣା ହୋଇଥିଲା। ଏହାପରେ ଗତ ସପ୍ତାହ ଠାରୁ ଏହି ପ୍ରକ୍ରିୟା ଜାରି ରହିଛି। କମ୍ପାନୀ ତରଫରୁ କୁହାଯାଇଛି କି ଏମିତି ଅନେକ ପଦ ରହିଛି ଯେଉଁ ପଦ ପାଇଁ କର୍ମଚାରୀଙ୍କର ଆବଶ୍ୟକତା ନାହିଁ। ତେଣୁ ଯେଉଁ କର୍ମଚାରୀମାନଙ୍କୁ ଛଟେଇ ନୋଟିସ ପଠାଯାଇଛି ସେମାନଙ୍କର କାର‌୍ୟ୍ୟକାଳ ୨୦୨୩ ଜାନୁଆରୀ ୧୭ ତାରିଖ ପର‌୍ୟ୍ୟନ୍ତ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story