ବେଶ୍ୟାଳୟକୁ ନେଇ ୮ ମାସ ଧରି ନାବାଳିକାକୁ ୮୦ ଜଣଙ୍କ ରେପ୍‌

ହାଇଦ୍ରାବାଦ: ବେଳେ ବେଳେ ଏମିତି କିଛି ଖବର ଆସେ ନିଜକୁ ମଣିଷ କହିବାକୁ ଆପଣ ଧିକ୍କାର କରିପାରନ୍ତି। ସଭ୍ୟ ସମାଜରେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ କହିବାକୁ ଘୃଣା ମଧ୍ୟ କରିପାରନ୍ତି। କାରଣ ମଣିଷର ଅସଭ୍ୟ କାରନାମା ଏତେ ତଳକୁ ଖସିଗଲାଣି ଯେ, ତାହା କଳନା ବାହାରେ। ପାଶବିକତା ଅତ୍ୟାଚାରରେ ମଣିଷ ଯେ, କେତେ ନିଷ୍ଠୁର ହୋଇପାରେ ତାର ମାଳ ମାଳ ଉଦାହହଣ ଦୈନିକ ସାମ୍ନାକୁ ଆସୁଛି। ଏବେ ସେମିତି ଏକ ଖବର ଆପଣଙ୍କୁ ବ୍ୟଥିତ କରିଦେବ। ତାହା […]

Rape

Rape

Tapas Behera
  • Published: Wednesday, 20 April 2022
  • Updated: 20 April 2022, 01:11 PM IST

ହାଇଦ୍ରାବାଦ: ବେଳେ ବେଳେ ଏମିତି କିଛି ଖବର ଆସେ ନିଜକୁ ମଣିଷ କହିବାକୁ ଆପଣ ଧିକ୍କାର କରିପାରନ୍ତି। ସଭ୍ୟ ସମାଜରେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ କହିବାକୁ ଘୃଣା ମଧ୍ୟ କରିପାରନ୍ତି। କାରଣ ମଣିଷର ଅସଭ୍ୟ କାରନାମା ଏତେ ତଳକୁ ଖସିଗଲାଣି ଯେ, ତାହା କଳନା ବାହାରେ। ପାଶବିକତା ଅତ୍ୟାଚାରରେ ମଣିଷ ଯେ, କେତେ ନିଷ୍ଠୁର ହୋଇପାରେ ତାର ମାଳ ମାଳ ଉଦାହହଣ ଦୈନିକ ସାମ୍ନାକୁ ଆସୁଛି। ଏବେ ସେମିତି ଏକ ଖବର ଆପଣଙ୍କୁ ବ୍ୟଥିତ କରିଦେବ।

ତାହା ହେଉଛି ଜଣେ  ୧୩ ବର୍ଷୀୟ ନାବାଳିକାକୁ ଜଣେ କି ଦୁଇଜଣ ନୁହଁ ୮୦ ଜଣ ଦୁଷ୍କର୍ମ କରିଛନ୍ତି।  ଏହି ଗଣ ଦୁଷ୍କର୍ମ ଘଟଣାଟି ଆନ୍ଧ୍ରପ୍ରଦେଶର ଗୁଣ୍ଠୁର ଜିଲ୍ଲାରେ ଘଟିଛି। ଗତ ମଙ୍ଗଳବାର ତଥା ଏପ୍ରିଲ ୧୮ ତାରିଖରେ ଘଟିଥିବା ଏହି ଅଭାବନୀୟ ଘଟଣା ବେଶ ଆଲୋଡ଼ନ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ  ସମ୍ପୃକ୍ତ ମହିଳାଙ୍କୁ  ୮୦ ଜଣ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ତାଙ୍କୁ ୮ ମାସ ଧରି ବେଶ୍ୟାବୃତ୍ତି କରିବାକୁ ବାଧ୍ୟ କରାଯାଇଥିଲା।  ଏହି ଘଟଣାରେ ମଙ୍ଗଳବାର ପୁଲିସ ବିଟେକ ଛାତ୍ରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଛି। ତେବେ ଅପରାଧରେ ସମ୍ପୃକ୍ତ ଥିବା ସମୁଦାୟ ୮୦ ଜଣଙ୍କୁ ପୁଲିସ ଗିରଫ କରିଛି। ସେହିପରି ଏହି ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିବା ଅନ୍ୟ ଅପରାଧୀଙ୍କୁ ପୁଲିସ ଖୋଜାଖୋଜି ଜାରି ରଖିଛି। ପୀଡ଼ିତା ଜଣଙ୍କୁ ସ୍ୱର୍ଣ୍ଣ କୁମାରୀ ନାମ୍ନୀ ଜଣେ ମହିଳା ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ୨୦୨୧ରେ ଏକ ହସପିଟାଲରେ ପୀଡ଼ିତାଙ୍କ ମା’ଙ୍କ ସହ ସ୍ୱର୍ଣ୍ଣ କୁମାରୀଙ୍କ ମଧ୍ୟ ବନ୍ଧୁତା ସ୍ଥପାନ ହୋଇ ଥିଲା । ତେବେ କୋଭିଡ୍‌ ଯୋଗୁ ସେଇ ବର୍ଷ ପୀଡ଼ିତାଙ୍କ ମାଙ୍କର ମୃତ୍ୟୁ ଘଟିଥିଲା। ପରେ ସମ୍ପୃକ୍ତ ନାବାଳିକାକୁ ସ୍ୱର୍ଣ୍ଣ କୁମାରୀ ନିଜ ପାଖକୁ ନେଇ ଯାଇଥିଲେ। । ଏହି ଖବର ପୀଡ଼ିତାଙ୍କ ବାପା ମଧ୍ୟ ଜାଣି ନଥିଲେ। ଅଗଷ୍ଟ ୨୦୨୧ରେ ପୀଡ଼ିତାଙ୍କ ବାପା ଝିଅର ନିଖୋଜ ନେଇ ପୁଲୁସ ଷ୍ଟେଶନରେ ଅଭିଯୋଗ କରିଥିଲେ।

ଘଟଣାର ତଦନ୍ତ କରି ଗତ ଜାନୁଆରୀରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସ୍ୱର୍ଣ୍ଣ କୁମାରୀଙ୍କ ଠିକଣା ପାଇ ଗିରଫ କରିଥିଲା। ଏହା ପରେ ଗତ ମଙ୍ଗଳବାର ଗୁଣ୍ଠୁର ପୂର୍ବାଞ୍ଚଳରେ ବିଟେକ ଛାତ୍ରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରିଥିଲା। ପୁଲିସ ମଧ୍ୟ ପୀଡ଼ିତାକୁ ଉଦ୍ଧାର କରିଛି। ତେବେ ପୀଡ଼ିତା ଏବଂ ଅଭିଯୁକ୍ତଙ୍କୁ ପଚରାଉଚରା ପରେ ପୁଲିସ ପୂରା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ଏଥିସହ ଅନ୍ୟ ଅଭିଯୁକ୍ତମାନଙ୍କର ମଧ୍ୟ ପରିଚୟ ପାଇଥିଲା ପୂଲିସ । ଜେରା ବେଳେ ସମ୍ପୃକ୍ତ ୧୩ ବର୍ଷୀୟ ନାବାଳିକାକୁ ଦେହ ବ୍ୟବସାୟ ପାଇଁ ବ୍ୟବହାର କରାଯାଇଥିବା ପୁଲସ ଜାଣିବାକୁ ପାଇଛି। ଏମିତିକି ନାବାଳିକାକୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାରନାର ବିଭିନ୍ନ ବେଶ୍ୟାଳୟକୁ ପଠାଯାଉଥିଲା। ଖୋଦ ସ୍ୱର୍ଣ୍ଣକୁମାରୀ ଏହି କାରନାମାର ମୁଖ୍ୟ କାର୍ପଟଦାର । ସ୍ଥାନୀୟ ଏସଏପି କେ.ସୁପ୍ରଜା କୁମାର କହିଛନ୍ତି ଯେ, ପୁଲିସ ଏହି ଘଟଣାରେ ୮୦ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ କିଛି କିଙ୍ଗପିନ ଥିବା ବେଳେ ଆଉ କିଛି ଗ୍ରାହକ ଅଛନ୍ତି। ଏହି ସଙ୍ଗୀନ ଅପରାଧରେ ବ୍ୟବହୃତ ଗୋଟିଏ କାର, ୫୩ଟି ସେଲ ଫୋନ୍‌,୩ଟି ଅଟୋ ଏବଂ ବାଇକକୁ  ପୁଲିସ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story