ଆଉ ଅଟୋ ଚଳେଇପାରିବେନି ଓଲା ଏବଂ ଓବେର !

ବେଙ୍ଗାଲୁରୁ: କାର,ଅଟୋ ଓ ବାଇକ୍‌ ମାଧ୍ୟମରେ ଯାତ୍ରୀଙ୍କୁ ସୁବିଧା ମୂଲ୍ୟରେ ଯାତ୍ରା ସେବା ଯୋଗାଇ ଦେଇ ଆସୁଥିବା ଓଲା ଏବଂ ଓବେର କମ୍ପାନୀକୁ ଝଟ୍‌କା। ଏହି ଦୁଇ କମ୍ପାନୀ ଆଉ ବେଙ୍ଗାଲୁରୁରେ ଅଟୋ ଚଳାଇ ପାରିବେ ନାହିଁ। କର୍ଣ୍ଣାଟକ ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ମହିଳିଛି।  ଯାତ୍ରୀଙ୍କୁ ହଇରାଣ ହରକତ କରିବାର ମାତ୍ରାଧିକ ଅଭିଯୋଗ ଆସିବା ପରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।  ଓଲା, ଓବେର ଏବଂ ଅନ୍ୟ […]

ola

ola

Tapas Behera
  • Published: Saturday, 08 October 2022
  • Updated: 08 October 2022, 11:16 AM IST

Sports

Latest News

ବେଙ୍ଗାଲୁରୁ: କାର,ଅଟୋ ଓ ବାଇକ୍‌ ମାଧ୍ୟମରେ ଯାତ୍ରୀଙ୍କୁ ସୁବିଧା ମୂଲ୍ୟରେ ଯାତ୍ରା ସେବା ଯୋଗାଇ ଦେଇ ଆସୁଥିବା ଓଲା ଏବଂ ଓବେର କମ୍ପାନୀକୁ ଝଟ୍‌କା। ଏହି ଦୁଇ କମ୍ପାନୀ ଆଉ ବେଙ୍ଗାଲୁରୁରେ ଅଟୋ ଚଳାଇ ପାରିବେ ନାହିଁ। କର୍ଣ୍ଣାଟକ ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ମହିଳିଛି।  ଯାତ୍ରୀଙ୍କୁ ହଇରାଣ ହରକତ କରିବାର ମାତ୍ରାଧିକ ଅଭିଯୋଗ ଆସିବା ପରେ କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।  ଓଲା, ଓବେର ଏବଂ ଅନ୍ୟ କିଛି ସଂସ୍ଥା ଅଟୋ ରିକ୍ସା ଚଳାଇବା ସରକାରୀ ଭାବେ ସ୍ୱୀକୃତପ୍ରାପ୍ତ ନୁହଁ। ସେମାନେ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଦାବି କରୁଥିବା  ବେଙ୍ଗାଲୁରୁ ଅତିରିକ୍ତ କମିଶନର ହେମନ୍ତ କୁମାର କହିଛନ୍ତି। ଯାତ୍ରୀମାନଙ୍କୁ ଅକଥନୀୟ ନିର୍ଯାତନା ଆଦୌ ବରଦାସ୍ତ କରାଯାପାରିବ ନାହିଁ।  ଏହି ସଂସ୍ଥା ଗୁଡ଼ି ଯାତ୍ରୀମାନଙ୍କୁ ଭଡ଼ା ବାବଦରେ ମାତ୍ରାଧିକ ଅର୍ଥ ଦାବି କରୁଛନ୍ତି।

ତେଣୁ କର୍ଣ୍ଣାଟକର ସଡ଼କ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉପରୋକ୍ତ ୨ କମ୍ପାନୀ ସମେତ ଅନ୍ୟ ସଂସ୍ଥାକୁ ବେଙ୍ଗାଲୁରୁରେ ସେବା ବନ୍ଦ ପାଇଁ ନୋଟିସ୍‌ ଜାରି କରିଥିବା ସେ କହିଛନ୍ତି। ଏହି ଅଭିଯୋଗକୁ ଓଲା-ଓବେର କମ୍ପାନୀ ପକ୍ଷରୁ ଅସ୍ୱୀକାର କରାଯାଇଛି। ନିକଟରେ ଭାରତରେ ଅଟୋ ରିକ୍ସା ସେବାକୁ ନେଇ ଓବେର ପକ୍ଷରୁ ଟେଲିଭିଜନରେ ଏକ ବିଜ୍ଞାପନ ପ୍ଲେ ହୋଇଥିଲା।

ସାଧାରଣତଃ ଆରାମଦାୟକ ଯାତ୍ରା ଓ ଭିଡ଼ରୁ ମୁକ୍ତି ପାଇଁ ଲୋକେ ଓଲା ଏବଂ ଓବେରକୁ ପସନ୍ଦ କରୁଛନ୍ତି। କିନ୍ତୁ ସେମାନଙ୍କ ନିକୃଷ୍ଟ ସେବାରେ ଅତିଷ୍ଟ ହୋଇ ଲୋକେ ଅଭିଯୋଗ କରିବା ଆରମ୍ଭ କଲେଣି। ବେଙ୍ଗାଲୁରୁରେ ଅଟୋ ସେବା ଯୋଗାଉଥିବା ‘ରାପିଡୋ’ କହିଛି ଯେ, ଟ୍ରାନ୍ସପୋର୍ଟ ଲାଗି ବେଙ୍ଗାଲୁରୁ ସେମାନଙ୍କ ପାଇଁ ବେଆଇନ ନୁହଁ। ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଅମେ ଭଡ଼ା ସ୍ଥିର କରିଛୁ। ଉପଭୋକ୍ତାଙ୍କ ଉପରେ ଆମେ ଅଧିକ ଭଡ଼ା ଚାର୍ଜ କରୁ ନାହୁଁ ବୋଲି ସେଫେଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story